ETV Bharat / state

ବଳଦେବଜୀଉଙ୍କ ରଥଦାଣ୍ଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି - Police Administration

ରାଜ୍ୟ ସରକାରଙ୍କ କୋଭିଡ ନିୟମ ପାଳନ ସହ ବିନା ଭକ୍ତରେ ରଥଯାତ୍ରା ପାଳନ ନେଇ ଜିଲ୍ଲା ପ୍ରଶାସନ ତରଫରୁ 144 ଧାରା ଜାରି । ଅଧିକ ପଢନ୍ତୁ...

ବଳଦେବଜୀଉଙ୍କ ରଥଦାଣ୍ଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

author img

By

Published : Jul 11, 2021, 10:47 PM IST

କେନ୍ଦ୍ରାପଡା: ଜିଲ୍ଲାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର ନିକଟରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ । ମନ୍ଦିର ଚତୁଃପାର୍ଶ୍ବରେ ଥିବା ରଥଦାଣ୍ଡ ସମେତ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ୧୪୪ ଲାଗୁ କରାଯାଇଛି। ସୋମବାର ଘୋଷଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ପଦକ୍ଷେପ ନେଇଛି ।

ବଳଦେବଜୀଉଙ୍କ ରଥଦାଣ୍ଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି
ବଳଦେବଜୀଉଙ୍କ ରଥଦାଣ୍ଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି
ବଳଦେବଜୀଉଙ୍କ ରଥଦାଣ୍ଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

ଆଜି (ରବିବାର) ରାତି ୯ଟାରୁ ଆସନ୍ତାକାଲି ରାତି ୯ଟା ଯାଏଁ ଏହି କଟକଣା ବଳବତ୍ତର ରହିବ। ତେବେ ମନ୍ଦିର ପରିସରରେ ପ୍ରତିକାତ୍ମକ ଭାବେ ରଥଯାତ୍ରା କରାଯିବା ସହିତ ବଳଦେବଜୀଉଙ୍କ ନୀତିକାନ୍ତି ସମ୍ପନ୍ନ କରାଯିବ ।

ଏନେଇ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତଥା ସେବାୟତଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ ମନ୍ଦିର ଆଖପାଖରେ କୌଣସି ପ୍ରକାର ଭିଡ଼ ଅଥବା କୋଳାହଳ ପାଇଁ କାହାକୁ ସୁଯୋଗ ଦିଆଯିବନି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.