ETV Bharat / state

Panchayat Polls: ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

author img

By

Published : Jan 17, 2022, 9:11 AM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ୩୨ଟି ଜିଲ୍ଲା ପରିଷଦ ଆସନରୁ ପ୍ରଥମ ପର୍ଯ୍ୟାୟରେ ୨୭ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ଜିଲ୍ଲା କଂଗ୍ରେସ । ଜିଲ୍ଲା ସଭାପତି ତଥା ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ରବିବାର ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମରେ ଜିଲ୍ଲାର ସମସ୍ତ ୩୨ଟି ଆସନ ପାଇଁ ୨୭ଟି ଜୋନରେ ପ୍ରାର୍ଥୀ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ
ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

କେନ୍ଦ୍ରାପଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ୩୨ଟି ଜିଲ୍ଲା ପରିଷଦ ଆସନରୁ ପ୍ରଥମ ପର୍ଯ୍ୟାୟରେ ୨୭ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ଜିଲ୍ଲା କଂଗ୍ରେସ । ଜିଲ୍ଲା ସଭାପତି ତଥା ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ରବିବାର ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମରେ ଜିଲ୍ଲାର ସମସ୍ତ ୩୨ଟି ଆସନ ପାଇଁ ୨୭ଟି ଜୋନରେ ପ୍ରାର୍ଥୀ ଘୋଷଣା କରିଛନ୍ତି । ଆଜି ଠାରୁ ୨୧ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସମୟ ରହିଥିବା ବେଳେ କଂଗ୍ରେସ ସର୍ବପ୍ରଥମ ରାଜନୈତିକ ଦଳ ଭାବେ ଏହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ବିଜେଡି ଓ ବିଜେପି ମଧ୍ୟରେ ଏନେଇ ପ୍ରାର୍ଥୀ ଚୂଡାନ୍ତ ହୋଇନଥିବା ବେଳେ ରାଜନୈତିକ ଅଙ୍କକଷା ଖୁବ ଜୋରରେ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ଡିସିସି(Kendrapara DCC) ନାମକ ଫେସବୁକ ଆଇଡି ମାଧ୍ୟମରେ ଦଳର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଡିଜିଟାଲ ମିଡିଆରେ ପ୍ରଚାରକୁ କଂଗ୍ରେସ ଗୁରୁତ୍ୱ ଦେଉଥିବାରୁ ସାମାଜିକ ଗଣମାଧ୍ୟମରେ ପ୍ରାର୍ଥୀ ତାଲିକା କଂଗ୍ରେସ ଘୋଷଣା କରିଥିବା କହିଛନ୍ତି ଦଳର ଜଣେ କର୍ମୀ। ପ୍ରାର୍ଥୀ ଘୋଷଣା କରାଯାଇଥିବା ୨୭ଟି ଆସନରୁ କଂଗ୍ରେସ ୧୩ଜଣ ମହିଳା ପ୍ରାର୍ଥୀଙ୍କ ଉପରେ ଭରସା କରି ଟିକେଟ ପ୍ରଦାନ କରିଛି ।

ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ
ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ତେବେ ଦ୍ଵିତୀୟ ପର୍ଯ୍ୟାୟରେ ଜୋନ ୭,୯,୧୦,୧୧ ଓ ୨୬ ନମ୍ବରରୁ ଜିଲ୍ଲା ପରିଷଦ ଆସନରୁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ପ୍ରାର୍ଥୀ ତାଲିକା ଘୋଷଣା ପରେ ଜିଲ୍ଲା ସଭାପତି ଅଂଶୁମାନ ସମସ୍ତ ପ୍ରାର୍ଥୀଙ୍କ ବିଜୟ ଆଶା କାମନା କରିଛନ୍ତି । ନଜର ପକାନ୍ତୁ କେଉଁ ଜୋନରୁ କିଏ ପ୍ରାର୍ଥୀ ।

ଜୋନ୍ ନଂ ୧ ଝରଣା ମଲ୍ଲିକ୍

ଜୋନ୍ ନଂ ୨ ଅଜୟ କୁମାର ଜେନା

ଜୋନ୍ ନଂ ୩ ବନସ୍ୱିନୀ ସାମଲ

ଜୋନ୍ ନଂ ୪ ମାନଗୋବିନ୍ଦ ଦାସ

ଜୋନ୍ ନଂ ୫ ଅନ୍ନପୂର୍ଣ୍ଣା ମଲ୍ଲିକ

ଜୋନ୍ ନଂ ୬ ସସ୍ମିତା ପଣ୍ଡା

ଜୋନ୍ ନଂ ୭ ଅନନ୍ତ କୁମାର ସ୍ବାଇଁ

ଜୋନ୍ ନଂ ୧୨ ବିସ୍ମିତା ମଲ୍ଲିକ

ଜୋନ୍ ନମ୍ୱର ୧୪ ନିମାଇ ଚନ୍ଦ୍ର ଜେନା

ଜେନା ଜୋନ୍ ନଂ ୧୫ ପୁଷ୍ପାଲତା ଜେନା

ଜୋନ୍ ନଂ ୧୬ ଜଟାଧାରୀ ବେହେରା

ଜୋନ୍ ନଂ ୧୭ ଅଜୟ କୁମାର ବାଇ

ଜୋନ୍ ନଂ ୧୮ ମମତା ବେହେରା

ଜୋନ୍ ନଂ ୧୯ ମାନସୀ ପ୍ରଭା ଦାସ

ଜୋନ୍ ନଂ ୨୦ କଳ୍ପତରୁ ପ୍ରଧାନ

ଜୋନ୍ ନଂ ୨୧ ଟୁନିଲତା ମାଝୀ

ଜୋନ୍ ନଂ ୨୨ ବ୍ରଜମୋହନ ମଣ୍ଡଳ

ଜୋନ ୨୩ ରୁ ସୁଶୀଲ କୁମାର ସେନାପତି

ଜୋନ ୨୪ରୁ ନମିତା ଦାସ

ଜୋନ୍ ନଂ ୨୫ରୁ ମାନସ ରଂଜନ ମହାନ୍ତି

ଜୋନ୍ ନଂ ୨୭ ପ୍ରିୟଦର୍ଶିନୀ ବେହେରା

ଜୋନ୍ ନଂ ୨୮ରୁ ଖିରୋଦ କୁମାର ବେହୁରିସ୍

ଜୋନ୍ ନଂ ୨୯ରୁ ପ୍ରମିଳା ସାହୁ

ଜୋନ୍ ନଂ ୩୦ରୁ ସହଦେବ ସାହୁ

ଜୋନ୍ ନଂ ୩୧ରୁ ସନ୍ତୋଷ କୁମାର ମହାନ୍ତି

ଜୋନ୍ ନଂ ୩୨ରୁ ରତି ଦଳେଇ

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.