ETV Bharat / state

କୋରୋନା ଯୋଦ୍ଧା ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଗଜପତି ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ କୋଭିଡ ଜନିତ ମୃତ୍ୟୁରେ ଶୋକସଭା କରାଯାଇଛି ।

author img

By

Published : Jul 29, 2020, 5:44 PM IST

oas-officials-mourn-mourning-of-gajapati-additional-district-magistrate
ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କ ବିୟୋଗରେ OAS ଅଧିକାରୀଙ୍କ ଶୋକସଭା

କେନ୍ଦ୍ରାପଡ଼ା: କୋରୋନା ଯୋଦ୍ଧାଙ୍କ ମୃତ୍ୟୁରେ ଶୋକସଭା । ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଗଜପତି ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ କୋଭିଡ ଜନିତ ମୃତ୍ୟୁରେ ଶୋକସଭା କରାଯାଇଛି ।

ରାଇକା ଜଣେ ମିଷ୍ଟଭାଷୀ ଓ କର୍ମତତ୍ପର ଓ ମେଳାପୀ ବ୍ୟକ୍ତି ଥିବା ସୂଚନା ଦେଇ ତାଙ୍କର ବିୟୋଗ ପ୍ରଶାସନିକ ମହଲରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ। ଉକ୍ତ ଶୋକସଭାରେ ଉପସ୍ଥିତ ଥିବା OAS ଅଧିକାରୀ ମାନେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.