ETV Bharat / state

ବାତ୍ୟା ପ୍ରକୋପରୁ ଉପକୂଳକୁ ବଞ୍ଚାଇଦେଲା ହେନ୍ତାଳବନ, ଭିତରକନିକାରେ ବ୍ୟାପକ କ୍ଷୟକ୍ଷତି - cyclone update in kendrapada

ବାତ୍ୟା ୟସ ପ୍ରଭାବରେ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପୁନଃରୁଦ୍ଧାର ପାଇଁ ପରିବେଶବିତଙ୍କ ଦାବି । ଅଧିକ ପଢନ୍ତୁ...

ବାତ୍ୟା ପ୍ରକୋପରୁ ଉପକୂଳକୁ ବଞ୍ଚାଇଦେଲା ହେନ୍ତାଳବନ, ଭିତରକନିକାରେ ବ୍ୟାପକ କ୍ଷୟକ୍ଷତି
ବାତ୍ୟା ପ୍ରକୋପରୁ ଉପକୂଳକୁ ବଞ୍ଚାଇଦେଲା ହେନ୍ତାଳବନ, ଭିତରକନିକାରେ ବ୍ୟାବାତ୍ୟା ପ୍ରକୋପରୁ ଉପକୂଳକୁ ବଞ୍ଚାଇଦେଲା ହେନ୍ତାଳବନ, ଭିତରକନିକାରେ ବ୍ୟାପକ କ୍ଷୟକ୍ଷତିପକ କ୍ଷୟକ୍ଷତି
author img

By

Published : May 30, 2021, 4:45 PM IST

କେନ୍ଦ୍ରାପଡା: ବାତ୍ୟା ୟସ ପ୍ରଭାବରେ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟା ପ୍ରଭାବରେ କେନ୍ଦ୍ରାପଡା ଉପକୂଳ ଅଳ୍ପକେ ବର୍ତ୍ତିଯାଇଥିଲେ ସୁଦ୍ଧା ଜାତୀୟ ଉଦ୍ୟାନ ହେନ୍ତାଳ ବଣ ବଡ ଧରଣର କ୍ଷୟକ୍ଷତିରୁ ବର୍ତ୍ତିଯାଇଥିଲେ ସୁଦ୍ଧା ବ୍ୟାପକ ଗଛ ଭାଙ୍ଗି ପଡିଛି । ତେବେ ଅନେକ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେସୁଦ୍ଧା 2 ହରିଣଙ୍କ ମୃତଦେହ ଠାବ କରାଯାଇଥିବା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

ବାତ୍ୟା ପ୍ରକୋପରୁ ଉପକୂଳକୁ ବଞ୍ଚାଇଦେଲା ହେନ୍ତାଳବନ, ଭିତରକନିକାରେ ବ୍ୟାପକ କ୍ଷୟକ୍ଷତି

ସେହିପରି ଡାଙ୍ଗମାଳ ଠାରେ ଥିବା ସଂଗ୍ରହାଳୟ ଉପରେ ଗଛ ପଡି ଭାଙ୍ଗିଯିବା ସହ ଏକକୁଳା, ବାବୁବାଲି, ହବାଳିଖଟିରେ ଥିବା ଘର ଗୁଡିକ ସମୁଦ୍ର ଜୁଆର ମାଡରେ କ୍ଷତିଗ୍ରସ୍ତ ହୋଇଛି। ଉପକୂଳବାସୀଙ୍କୁ ଲୁଣା ଜଙ୍ଗଲ ସୁରକ୍ଷା ଯୋଗାଇଛି ବୋଲି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ସେପଟେ ପରିବେଶବିତଙ୍କ ମତ ତୁରନ୍ତ ଭିତରକନିକା ଭିତରେ କ୍ଷତିଗ୍ରସ୍ତ ହୋଇଥିବା ଘର ଗୁଡିକୁ ମରାମତି କରିବା ସହ ନଷ୍ଟ ହୋଇଥିବା ଜଙ୍ଗଲକୁ ପୁଣି ତିଆରି କରାଗଲେ ପୂର୍ବ ପରି ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ଭିଡ ଦେଖିବାକୁ ମିଳିବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.