ETV Bharat / state

ଲକଡାଉନରେ ଜାତିଆଣ ମନ୍ତବ୍ୟ ଦେଇ ଯୁବକ ଗିରଫ - controversi post on social media

ଲକଡାଉନ ସମୟରେ ସୋସିଆଲ ମିଡିଆରେ ଜାତିଆଣ ମନ୍ତବ୍ୟ ପୋଷ୍ଟ କରି ଯୁବକ ଗିରଫ । ଅଧିକ ପଢନ୍ତୁ..

od_kendrapada_ controversial_post
ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ପୋଷ୍ଟ କରି ଯୁବକ ଗିରଫ
author img

By

Published : Apr 17, 2020, 12:01 AM IST

Updated : Apr 17, 2020, 9:43 AM IST

କେନ୍ଦ୍ରାପଡା: ଲକଡାଉନ ବେଳେ କୌଣସି ଗୋଷ୍ଠୀ ବା ଧର୍ମ ମଧ୍ୟରେ ବିଭେଦତା ସୃଷ୍ଟି କଲା ଭଳି ପୋଷ୍ଟରୁ ଦୂରେଇ ରହିବାକୁ ସରକାର ବାରମ୍ବାର କହୁଥିଲେ ମଧ୍ୟ ସୁଧୁରୁନାହାନ୍ତି ଅମାନିଆ । ସୋସିଆଲ ମିଡିଆରେ ଜାତିଆଣ ମନ୍ତବ୍ୟ ପୋଷ୍ଟ କରି ଗିରଫ ହୋଇଛନ୍ତି କେନ୍ଦ୍ରାପଡାର ଜଣେ ଯୁବକ ।

od_kendrapada_ controversial_post
ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ପୋଷ୍ଟ କରି ଯୁବକ ଗିରଫ

ସହରର ଇମାମବାଦ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଏଭଳି ଅଭିଯୋଗ ଆଧାରରେ କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ସଦର ଥାନା ଆଳିଜଙ୍ଗା ଗାଁର ଭକ୍ତିରଞ୍ଜନ ସାହୁ ଓରଫ ଲିଙ୍କନକୁ ଗିରଫ କରିଛି। ଗତ ୧୪ ତାରିଖ ଦିନ ଭକ୍ତି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନିଜ ସାମାଜିକ ଗଣମାଧ୍ୟମ ଫେସବୁକରେ ପୋଷ୍ଟ କରିଥିଲେ।

ଟାଉନ ଥାନା ପୋଲିସ ଭକ୍ତିଙ୍କ ବିରୋଧରେ 188,153(A),295(A),504,505 ଓ IT ACT R/W 66(F) ଦଫାରେ ମାମଲା ରୁଜୁ କରି ତାଙ୍କୁ କୋର୍ଟଚାଲାଣ କରିଛି । ଏନେଇ ଟାଉନ ଥାନା ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Apr 17, 2020, 9:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.