କେନ୍ଦ୍ରାପଡା: ଜିଲ୍ଲାର ଧୁମାତ୍ ପଞ୍ଚାୟତ କଣ୍ଟଣିଆ ସାହିରେ ଅଗ୍ନିକାଣ୍ଡ । ଗ୍ୟାସ ସିଲିଣ୍ଡର ଲିକେଜ୍ରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏଥିରେ ରାମଚନ୍ଦ୍ର ନାୟକ, ତାଙ୍କ ପତ୍ନୀ ଓ ଦୁଇ ଝିଅ ଆହତ ହୋଇଛନ୍ତି ।
ଏହାସହ ପାଖାପାଖି 50 ହଜାର ଟଙ୍କା ସମେତ ସୁନା ଅଳଙ୍କାର ନଷ୍ଟ ହୋଇଯାଇଛି । ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ