ETV Bharat / state

ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, 23ଟି ଟିମ୍‌ ନିୟୋଜିତ - crocodile counting start

ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ଆରମ୍ଭ । ରାଜନଗର ବନଖଣ୍ଡ ପକ୍ଷରୁ 23ଟି ଟିମ୍‌ ଗଠନ କରାଯାଇ କୁମ୍ଭୀର ଗଣନା ଆରମ୍ଭ କରାଯାଇଛି ।

Counting of crocodiles started in Bhitarkanika from today
ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ
author img

By

Published : Dec 30, 2019, 1:15 PM IST

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା। ସୋମବାର ରାଜନଗର ବନଖଣ୍ଡ ପକ୍ଷରୁ 23ଟି ଟିମ୍‌ ଗଠନ କରାଯାଇ କୁମ୍ଭୀର ଗଣନା ଆରମ୍ଭ କରାଯାଇଛି । ପ୍ରତ୍ୟେକ ଟିମ୍‌ରେ 4 ଜଣ କୁମ୍ଭୀର ଗଣନାକାରୀ ଓ ବିଶେଷଜ୍ଞ ରହିଛନ୍ତି । ଏନେଇ ବନ ବିଭାଗ ଅଧିକାରୀ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, କୁମ୍ଭୀର ଗଣନା ପାଇଁ ଗତ 26 ତାରିଖଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକାକୁ ବନ୍ଦ କରାଯାଇଛି । କାରଣ ପର୍ଯ୍ୟଟକଙ୍କ ଭିଡ ସହ ସେଠାରେ ବୋଟ ଚଳାଚଳ ହେଲେ ଗଣନାରେ ବାଧା ସୃଷ୍ଟି ହେବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:30.12.2019
Radhakanta Mohanty, Kendrapada
Slug-od_kpr_crocodile counting_script_7204459
Anchor-ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା କୁମ୍ଭୀର ଗଣନା।ଗତ ୨୬ତାରିଖ ଠାରୁ କୁମ୍ଭୀର ଗଣନା ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିଥିବା ବେଳେ ଆଜି ରାଜନଗର ବନଖଣ୍ଡ ପକ୍ଷରୁ ୨୩ଟି ଟିମ ଗଠନ କରାଯାଇ କୁମ୍ଭୀର ଗଣନା ଆରମ୍ଭ ହୋଇଛି।ପ୍ରତ୍ୟେକ ଟିମରେ ୪ଜଣ ଲେଖାଏଁ କୁମ୍ଭୀର ଗଣନାକାରୀ ବା ବିଶେଷଜ୍ଞ ରହିଥିବା ସୂଚନା ଦେଇଛନ୍ତି ବନବିଭାଗ ଅଧିକାରୀ ବିକାଶ ଚନ୍ଦ୍ର ଦାସ।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.