ETV Bharat / state

ବଗପାଟିଆ ଗସ୍ତ କଲେ ୫ଜଣିଆ ଓସଡ଼ମା ଓ ଜଳସମ୍ପଦ ଟିମ - ଜିଓଟ୍ୟୁବ ଓ ସମୁଦ୍ର କୂଳରେ ଥିବା ପଥର ବନ୍ଧର ସ୍ଥିତି ଅନୁଧ୍ୟାନ

ବଗପାଟିଆ ଗସ୍ତ କଲେ ୫ଜଣିଆ ଓସଡ଼ମା ଓ ଜଳସମ୍ପଦ ଟିମ । ଜିଓଟ୍ୟୁବ ଓ ସମୁଦ୍ର କୂଳରେ ଥିବା ପଥର ବନ୍ଧର ସ୍ଥିତି ଅନୁଧ୍ୟାନ କଲା ଟିମ । ଅଧିକ ପଢନ୍ତୁ...

A five-member OSDMA and water resources team visited Bagpatia
ବଗପାଟିଆ ଗସ୍ତ କଲେ ୫ଜଣିଆ ଓସଡ଼ମା ଓ ଜଳସମ୍ପଦ ଟିମ
author img

By

Published : Dec 18, 2020, 8:05 AM IST

କେନ୍ଦ୍ରାପଡା: ରାଜନଗର ବ୍ଲକର ପେଣ୍ଠ ବେଳାଭୂମି ଓ ବଗପାଟିଆ ଥଇଥାନର ସ୍ଥିତି ପରଖିଛନ୍ତି ଜଳସମ୍ପଦ ବିଭାଗ ଓ ଓସଡମାର ୫ଜଣଆ ଟିମ୍ । ଏହି ଟିମ ପ୍ରଥମେ ପେଣ୍ଠ ବେଳାଭୂମିରେ ପହଁଞ୍ଚି ଜିଓଟ୍ୟୁବର ସ୍ଥିତି ପରଖିବା ସହିତ ସମୁଦ୍ର କୂଳରେ ଥିବା ପଥର ବନ୍ଧର ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ସାତଭାୟା ପଞ୍ଚାୟତର ବଗପାଟିଆ ଥଇଥାନ ସ୍ଥଳରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ବଗପାଟିଆ ଗସ୍ତ କଲେ ୫ଜଣିଆ ଓସଡ଼ମା ଓ ଜଳସମ୍ପଦ ଟିମ

ବର୍ଷା ହେଲେ ଜଳ ନିଷ୍କାସନ ହୋଇପାରୁନି ଥଇଥାନ ସ୍ଥଳୀରୁ ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଜଳ ନିଷ୍କାସନ କିପରି ହୋଇ ପାରିବ ସେଥିପ୍ରତି ବିଭାଗ ତୁରନ୍ତ ନଜର ଦେବା ସହିତ ଆଉ ଦୁଇଟି ନୂତନ ସୁଇଚ ଗେଟ ତିଆରି ହେବ ବୋଲି କହିଛନ୍ତି ଟିମ ମୁଖ୍ୟ ସୁଶାନ୍ତ କୁମାର ରଥ । ସ୍ଥିତି ପରଖିବା ସମୟରେ ଉପସ୍ଥିତ ଥିବା ପଦାଧିକାରୀ ଏବଂ ଠିକାଦାରମାନଙ୍କ ସହିତ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ବାକିରହିଥିବା କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.