ETV Bharat / state

କେନ୍ଦ୍ରାପଡ଼ା ଜିଲ୍ଲାରେ ୨୧୧ ମିଲିମିଟର ବର୍ଷା ରେକର୍ଡ - ବର୍ଷା ରେକର୍ଡ

ଲଘୁଚାପ ଜନିତ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଡ଼ ଆଲର୍ଟ କରାଯାଇଛି । ମଙ୍ଗଳବାର ଲଗାଣ ବର୍ଷା ଆରମ୍ଭ ହୋଇଥିବା ବେଳେ ଗତ ରାତିରେ ଜିଲ୍ଲାରେ ମୋଟ ୨୧୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ..

କେନ୍ଦ୍ରାପଡ଼ା ଜିଲ୍ଲାରେ ୨୧୧ ମିଲିମିଟର ବର୍ଷା ରେକର୍ଡ

author img

By

Published : Aug 26, 2020, 5:40 PM IST

କେନ୍ଦ୍ରାପଡ଼ା: ଲଘୁଚାପ ଜନିତ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଡ଼ ଆଲର୍ଟ କରାଯାଇଛି । ଗତକାଲି ଲଗାଣ ବର୍ଷା ଆରମ୍ଭ ହୋଇଥିବା ବେଳେ ଗତ ରାତିରେ ଜିଲ୍ଲାରେ ମୋଟ ୨୧୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯେତେବେଳେ କି ହାରାହାରି ବୃଷ୍ଟିପାତ ୨୩.୪୪ମିଲିମିଟର ରେକର୍ଡ କରାଯାଇଥିଲା ।

କେନ୍ଦ୍ରାପଡ଼ା ଜିଲ୍ଲାରେ ୨୧୧ ମିଲିମିଟର ବର୍ଷା ରେକର୍ଡ
କେନ୍ଦ୍ରାପଡ଼ା ଜିଲ୍ଲାରେ ୨୧୧ ମିଲିମିଟର ବର୍ଷା ରେକର୍ଡ

ତେବେ ବୁଧବାର ସକାଳୁ ଲଗାଣ ବର୍ଷା ଜିଲ୍ଲାରେ ଚାଲୁ ରହିଥିବା ବେଳେ ଆଜି କେନ୍ଦ୍ରାପଡ଼ା ବ୍ଲକରେ ୧୯୩ ମି.ମି, ଡେରାବିଶରେ ୧୭୬ ମି.ମି, ମାର୍ଶାଘାଇରେ ସର୍ବାଧିକ ୨୩୪ ମି.ମି, ଗରଦପୁର ୧୩୦, ମହାକାଳପଡ଼ା ୧୬୦, ଆଳି ୧୬୮, ରାଜନଗର ୧୧୫ ଓ ରାଜକନିକା ବ୍ଲକରେ ୧୫୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଡେପୁଟି କଲେକ୍ଟର। ଆବଶ୍ୟକ ବୃଷ୍ଟିପାତ ୧୬୮.୩୩ ମିଲିମିଟର ଥିବା ବେଳେ ଏହା ବର୍ତ୍ତମାନ ୧୫୧୫ ମିଲିମିଟର ରେକର୍ଡ କରାଯାଇଥିବା ସୂଚନା ମିଳିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.