ETV Bharat / state

ଶିକ୍ଷକଙ୍କ ମାଡରେ ଛାତ୍ର ଆହତ - student beaten by pt teacher alligation news

ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖେଳ ଶିକ୍ଷକଙ୍କ ମାଡରେ ଜଣେ ଛାତ୍ର ଆହତ । ଏନେଇ ଥାନାରେ ଅଭିଯୋଗ ।

beating student
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Dec 9, 2019, 9:03 AM IST

କନ୍ଧମାଳ: ଶିକ୍ଷକଙ୍କ ମାଡରେ ଛାତ୍ର ଆହତ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖେଳ ଶିକ୍ଷକଙ୍କ ମାଡରେ ଜଣେ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗତ ଶନିବାର ଅଷ୍ଟମ ଶ୍ରେଣୀର ଛାତ୍ର ଜଣଙ୍କ ପଡିଆରେ ବୁଲୁଥିବା ବେଳେ ଖେଳ ଶିକ୍ଷକ ବାସୁଦେବ ସାହାଣି ତାଙ୍କୁ ଡାକି କାହିଁକି ପଡିଆରେ ବୁଲୁଛ କହି ମାଡ ମାରିଥିଲେ । ଯାହାଫଳରେ ଛାତ୍ରଙ୍କ ମୁହଁରେ ମାଡ ଚିହ୍ନ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଏହି ଘଟଣା ନେଇ ଛାତ୍ରଙ୍କ ବାପା ଜାଣିବା ପରେ ଗତ ରବିବାର ଏ ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ୍ ତଦନ୍ତ ଚଲାଇଥିବା ନେଇ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

Intro:କନ୍ଧମାଳ ଜିଲା ଫିରିଙ୍ଗିଆ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖେଳ ଶିକ୍ଷକଙ୍କ ମାଡରେ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି। ଆହତ ଛାତ୍ରଙ୍କ ବାପା ଥାନା ରେ ଏତଲା ଦେଇଥିବା ବେଳେ ପୋଲିସ୍ ତଦନ୍ତ କରୁଛି ।Body:ସ୍କୁଲ୍ ର ଖେଳ ଶିକ୍ଷକ ବାସୁଦେବ ସାହାଣି ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଡାକି କାହିଁକି ପଡିଆରେ ବୁଲୁଛ କହି ମାଡ ମାରିଥିଲେ । ଛାତ୍ରଙ୍କ ମୁହଁରେ ମାଡ ଚିହ୍ନ ରହିଛି ବୋଲି କହିଛନ୍ତି ତାଙ୍କ ବାପା । ଛାତ୍ରଙ୍କ ବାପା ଏ ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି ।Conclusion:ପୋଲିସ୍ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ପି.ଶ୍ଯାମ ସୁନ୍ଦର ରାଓ ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.