ETV Bharat / state

ଆକ୍ସନ ମୁଡରେ ଅବକାରୀ ବିଭାଗ; 200 ବୋତଲ ମଦ ଜବତ, ଜଣେ ଗିରଫ

author img

By

Published : Dec 9, 2019, 9:09 AM IST

କନ୍ଧମାଳ ଜିଲ୍ଲା ଗୁଦାରୀ ନିକଟରେ ବେଆଇନ ମଦ କାରବାର ଉପରେ ଅବକାରୀ ବିଭାଗର ଚଢାଉ । ଘଟଣାରେ 200 ବୋତଲ ଜବତ ହେବା ସହ ଜଣେ ଗିରଫ ହୋଇଛି ।

illegal liquor seized by excise police
ବେଆଇନ ମଦ କାରବାର: 200 ବୋତଲ ଜବତ, ଜଣେ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୁଦାରୀ ନିକଟରେ ଚାଲିଥିବା ବେଆଇନ ମଦ କାରବାର ଉପରେ ଅବକାରୀ ବିଭାଗର ଚଢାଉ । ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ବିଦେଶ ମଦ ଜବତ କରିଛି। ଏଥିରେ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ମଲିକସାହିର ଅଗସ୍ତି ମଲିକକୁ ଗିରଫ କରାଯାଇଛି ।

ପ୍ରାୟ ଦୁଇ ଶହ ବୋତଲ ବେଆଇନ୍ ମଦ ଜବତ କରାଯାଇଥିବା ବେଳେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ତେବେ ସୋମବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଟିମ୍। ଏପରି ଚଢାଉ ଜାରି ରହିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗ ଚଢାଉ କରି ଗୁଦାରୀ ନିକଟରେ ଚାଲିଥିବା ବେଆଇନ୍ ମଦ କାରବାରୀକୁ ଜବତ କରିଛି। ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ବିଦେଶ ମଦ ଜବତ କରିଛି। Body:ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ମଲିକସାହିର ଅଗସ୍ତି ମଲିକକୁ ଗିରଫ କରିଛି। ପ୍ରାୟ ଦୁଇ ଶହ ବୋତଲ ବେଆଇନ୍ ମଦ ଜବତ କରାଯାଇଥିବା ବେଳେ ଏକ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଟିମ୍।Conclusion:ଏପରି ଚଢାଉ ଜାରି ରହିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.