ETV Bharat / state

କଲେଜ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ - mysterious death

ଅଧା ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ରହିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା, କନ୍ଧମାଳ
author img

By

Published : Sep 4, 2019, 5:23 PM IST

ଫୁଲବାଣୀ: ସନ୍ଦେହଜନକ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । କନ୍ଧମାଳର ଘୁ.ଉଦୟଗିରି ଥାନା ଅଧିନସ୍ଥ ସିର୍କି ଡ୍ୟାମ ନିକଟ ପେଟାଗାଡୁ ପାହାଡ ନିକଟରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଅଧା ଝୁଲନ୍ତା ଅବସ୍ଥାରେ ମୃତଦେହ ପଡିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି।

ମୃତ ଛାତ୍ରୀ ଜଣକ ରାଇକିଆ କଲେଜର ଯୁକ୍ତ ଦୁଇ ଛାତ୍ରୀ ମାନିନୀ ପ୍ରଧାନ । ସେ 4 ବର୍ଷ ପୂର୍ବରୁ ବିବାହ କରିଥିବାବେଳେ ତାଙ୍କର ଦୁଇ ସନ୍ତାନ ଥିବା ପୋଲିସ କହିଛି। ତେବେ ପାରିପାରିକ ଅଶାନ୍ତି ଯୋଗୁଁ ସେ ବାପ ଘରେ ରହୁଥିଲେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କନ୍ଧମାଳ

ଏହି ଘଟଣା ପରେ ଗତଦୁଇ ଦିନ ମଧ୍ୟରେ ଏହା ଦ୍ବିତୀୟ ବୀଭତ୍ସ ହତ୍ୟାକାଣ୍ଡ । ତେବେ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରିଥିଲେ ହେଁ ଏଯାଁଏ କୌଣସି ସୁରାକ ପାଇନାହିଁ।

କନ୍ଧମାଳରରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରୀ ଥାନା ଅନ୍ତର୍ଗତ ସିର୍କି ଡ୍ଯାମ୍ ନିକଟ ପେଟାଗାଡୁ ପାହାଡ ନିକଟରେ ମିଳିଛି ଜଣେ କଲେଜ ଛାତ୍ରୀଙ୍କ ମୃତଦେହ । ଅତ୍ଯନ୍ତ ସନ୍ଦେହ ଜନକ ଅବସ୍ଥାରେ ରାଇକିଆ କଲେଜର ଯୁକ୍ତ ଦୁଇ ଛାତ୍ରୀ ମାନିନୀ ପ୍ରଧାନଙ୍କ ଶବକୁ ପୋଲିସ ଉଦ୍ଧାର କରିଛି। ଅଧା ଝୁଲନ୍ତା ଅବସ୍ଥାରେ ଶବ ଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରିଛି । ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ଏହା ଦ୍ବିତୀୟ ବିଭତ୍ସ ହତ୍ୟା ।Body:ଛାତ୍ରୀ ଜଣକ ଗତ 4 ବର୍ଷ ଧରି ବିବାହିତ ଏବଂ ତାଙ୍କର ଦୁଇ ସନ୍ତାନ ଥିବା ପୋଲିସ କହିଛି । ତେବେ ପାରିପାରିବ ଅଶାନ୍ତି ଯୋଗୁଁ ସେ ବାପ ଘରେ ରହିଆସୁଥିଲେ। Conclusion:ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ହତ୍ଯାକାଣ୍ଡ ବୋଲି ପୋଲିସ ସନ୍ଦେହ କରିଥିଲେ ହେଁ କୌଣସି ସୁରାକ ପାଇ ନାହିଁ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.