ETV Bharat / state

ଆଶାକର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

author img

By

Published : Oct 23, 2019, 6:47 AM IST

ନିଆଁରେ ପୋଡି ଆଶାକର୍ମୀଙ୍କ ମୃ୍ତ୍ୟୁ । ଜୁଆଡି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ । ପୋଲିସର ତଦନ୍ତ ଜାରି । ଅଧିକ ପଢ଼ନ୍ତୁ...

ଆଶାକର୍ମୀଙ୍କ ସନ୍ଦେହ ଜନକ ମୃତ୍ୟୁ, ସ୍ବାମୀ ଅଟକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗତ୍ରିଭଟା ଗାଁରେ ଜଣେ ଆଶାକର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଆଶାକର୍ମୀ ଗତ୍ରିଭଟା ଗାଁର ମଞ୍ଜୁଲତା ନାଗ ବୋଲି ଜଣାପଡିଛି । ତେବେ ମଞ୍ଜୁଲତାଙ୍କ ହତ୍ୟା ସନ୍ଦେହରେ ତାଙ୍କ ଜୁଆଡି ସ୍ବାମୀ ଭୋଲେଶ୍ବର ଗୌଡକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ସୂଚନା ଅନୁସାରେ ଜୁଆ ଖେଳକୁ ନେଇ ମଞ୍ଜୁଲତା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ଭୋଲେଶ୍ବର ମଞ୍ଜୁଲତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗେଇ ଦେଇଥିବା ଅଭିଯୋଗ ହୋଇଛି । ପ୍ରଥମେ ବାଲିଗୁଡା ଓ ପରେ ବ୍ରହ୍ମପୁର ବଡ ମେଡିକାଲରେ ମଞ୍ଜୁଲତାଙ୍କୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହାପରେ ମଞ୍ଜୁଲତାଙ୍କ ଦୁଇ ଶିଶୁ ଅନାଥ ହୋଇ ପଡିଛନ୍ତି । ରିପୋର୍ଟ ପାଇବା ପରେ ତଦନ୍ତ ଜାରି ରଖିଛି ପୋଲିସ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗତ୍ରିଭଟା ଗାଁ ଆଶାକର୍ମୀ ମଞ୍ଜୁଲତା ନାଗ ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଜୁଆଡି ସ୍ବାମୀ ଭୋଲେଶ୍ବର ଗୌଡକୁ ଅଟକ ରଖିଛି ପୋଲିସ୍ । ଜୁଆ ଖେଳକୁ ନେଇ ପାଟି ତୁଣ୍ଡ ପରେ କିରୋସିନି ଢାଳି ନିଆ ଲଗେଇ ଦେଇଥିଲା ସ୍ବାମୀ। ପ୍ରଥମେ ବାଲିଗୁଡା ଓ ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ମୃତ୍ୟୁ ଘଟିଛି। Body:ଜୁଆ ଖେଳକୁ ନେଇ ଉଭୟେ ପାଟିତୁଣ୍ଡ କରୁଥିଲେ। ରିପୋର୍ଟ ପାଇବା ପରେ ସେ ଦିଗରେ ତଦନ୍ତ କରୁଛି।Conclusion:ଦୁଇ ଛୁଆ ଏବେ ଅନାଥ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.