ETV Bharat / state

ପୋଖରୀରେ ବୁଡି 2 ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ

କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଦାଦପାଜୁ ଗାଁରେ ଅଘଟଣ। ସୁମନ୍ତ ମଲିକଙ୍କର ଦୁଇ ବର୍ଷର ପୋଖରୀରେ ବୁଡିଯିବାରୁ ଶିଶୁକନ୍ୟାର ମୃତ୍ୟୁ ହୋଇଛି।

author img

By

Published : Jul 27, 2019, 4:48 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଦାଦପାଜୁ ଗାଁରେ ଅଘଟଣ। ସୁମନ୍ତ ମଲିକଙ୍କର ଦୁଇ ବର୍ଷର ପୋଖରୀରେ ବୁଡିଯିବାରୁ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ବାପା ସୁମନ୍ତଙ୍କୁ ଗୋଡେଇ ଗୋଡେଇ ପଛେ ପଛେ ଆସୁଥିବା ବେଳେ ପଡି ଯାଇଥିଲେ ପୋଖରୀରେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ସୁମନ୍ତଙ୍କୁ ଏବାବଦରେ ଜଣାନଥିଲା କି ତାଙ୍କ କୁନି ଝିଅ ତାଙ୍କ ପଛେ ପଛେ ଥିଲା । ଅଘଟଣ ପରେ ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ପାଇଥିଲେ । ସଙ୍ଗେ ସଙ୍ଗେ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ।

ତେବେ ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଦାଦପାଜୁ ଗାଁ ରେ ଅଘଟଣ। ସୁମନ୍ତ ମଲିକ ଙ୍କର ଦୁଇ ବର୍ଷର ଝିଅ ଗାଡିଆରେ ପଡି ମୃତ୍ୟୁ ହୋଇଛି। ବାପା ସୁମନ୍ତଙ୍କୁ ଗୋଡେଇ ଗୋଡେଇ ପଛେ ପଛେ ଆସୁଥିବା ବେଳେ ପଡି ଯାଇଥିଲେ ଗାଡିଆରେ। ବାପା ଜାଣି ନ ଥିଲେ ଝିଅ ଗୋଡେଇବା କଥା ଓ ପଦରକୁ ପଳେଇଥିଲେ। ପରେ ଘର ଲୋକ ଖୋଜି ପାଇଥିଲେ ଏବଂ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ଥାନାରେ ଏକ ଅପମୃତ୍ଯୁ ମାମଲା ରୁଜୁ ହୋଇଛି। ଗାଁ ରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।Body:କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଦାଦପାଜୁ ଗାଁ ରେ ଅଘଟଣ। ସୁମନ୍ତ ମଲିକ ଙ୍କର ଦୁଇ ବର୍ଷର ଝିଅ ଗାଡିଆରେ ପଡି ମୃତ୍ୟୁ ହୋଇଛି। ବାପା ସୁମନ୍ତଙ୍କୁ ଗୋଡେଇ ଗୋଡେଇ ପଛେ ପଛେ ଆସୁଥିବା ବେଳେ ପଡି ଯାଇଥିଲେ ଗାଡିଆରେ। ବାପା ଜାଣି ନ ଥିଲେ ଝିଅ ଗୋଡେଇବା କଥା ଓ ପଦରକୁ ପଳେଇଥିଲେ। ପରେ ଘର ଲୋକ ଖୋଜି ପାଇଥିଲେ ଏବଂ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ଥାନାରେ ଏକ ଅପମୃତ୍ଯୁ ମାମଲା ରୁଜୁ ହୋଇଛି। ଗାଁ ରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।Conclusion:କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଦାଦପାଜୁ ଗାଁ ରେ ଅଘଟଣ। ସୁମନ୍ତ ମଲିକ ଙ୍କର ଦୁଇ ବର୍ଷର ଝିଅ ଗାଡିଆରେ ପଡି ମୃତ୍ୟୁ ହୋଇଛି। ବାପା ସୁମନ୍ତଙ୍କୁ ଗୋଡେଇ ଗୋଡେଇ ପଛେ ପଛେ ଆସୁଥିବା ବେଳେ ପଡି ଯାଇଥିଲେ ଗାଡିଆରେ। ବାପା ଜାଣି ନ ଥିଲେ ଝିଅ ଗୋଡେଇବା କଥା ଓ ପଦରକୁ ପଳେଇଥିଲେ। ପରେ ଘର ଲୋକ ଖୋଜି ପାଇଥିଲେ ଏବଂ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ଥାନାରେ ଏକ ଅପମୃତ୍ଯୁ ମାମଲା ରୁଜୁ ହୋଇଛି। ଗାଁ ରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.