ETV Bharat / state

ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କଲେ ଯୁବକ

author img

By

Published : Jun 30, 2020, 10:24 PM IST

ନିଜ ଶୋଇବା ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ଯୁବକ ଜଣକ ଦାଦନ ଖଟିବାକୁ ଯାଇ ମାସେ ତଳେ ନିଜ ଗାଁକୁ ଆସିଥିଲେ ତେବେ ପାରିବାରିକ ଅଶାନ୍ତିକୁ ନେଇ ମାନସିକ ସ୍ତରରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି ।

young-man-commits-suicide-over-family-quarrel
ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କଲେ ଯୁବକ

କଳାହାଣ୍ଡି: ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଟେମରା ପଞ୍ଚାୟତ ସିର୍ଲିଗୁଡା ଗାଁର ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଯୁବକ ଜଣକ ହେଲେ ଜରାଷଣ୍ଢ ଭଇଁସାଲ।

ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କଲେ ଯୁବକ
ସୂଚନା ଅନୁଯାୟୀ ନିଜ ଶୋଇବା ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ଯୁବକ ଜଣକ ଦାଦନ ଖଟିବାକୁ ଯାଇ ମାସେ ତଳେ ନିଜ ଗାଁକୁ ଆସିଥିଲେ ତେବେ ପାରିବାରିକ ଅଶାନ୍ତିକୁ ନେଇ ମାନସିକ ସ୍ତରରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି ।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ତଦନ୍ତ ଜାରି ରଖିଛି।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.