ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସ୍କୁଲ ମାଲିକ ଗୋବିନ୍ଦ ସାହୁର ସମ୍ପୃକ୍ତିକୁ ନିଜେ ଅଭିଯୁକ୍ତ ସ୍ୱୀକାର କରିଥିବା ବେଳେ ଗତକାଲି ଅଭିଯୁକ୍ତକୁ ମହାଳିଙ୍ଗ ସହ ଅନେକ ଅଞ୍ଚଳକୁ ନେଇ ସ୍କ୍ରିନ ରିକ୍ରିଏସନ କରିଛି ପୋଲିସ। ତେବେ ଘଟଣାର ତଦନ୍ତ ପାଇଁ ଆଜି(ଶନିବାର) କଳାହାଣ୍ଡିରେ ପହଞ୍ଚିଥିଲେ ରାଜ୍ୟ ମହିଳା କମିଶନର ଅଧକ୍ଷା ମିନତୀ ବେହେରାଙ୍କ ସହ ଚାରି ଜଣିଆ ଟିମ ।
କଳାହାଣ୍ଡିରେ ରାଜ୍ୟ ମହିଳା କମିଶନର, ପ୍ରଶାସନ ସହ ସ୍ୱତନ୍ତ୍ର ଆଲୋଚନା - Kalahandi district administration
ମମିତା ମେହେର ଘଟଣାର ତଦନ୍ତ ପାଇଁ କଳାହାଣ୍ଡିରେ ପହଞ୍ଚିଥିଲେ ରାଜ୍ୟ ମହିଳା କମିଶନର ଅଧକ୍ଷା ମିନତୀ ବେହେରାଙ୍କ ସହ ଚାରି ଜଣିଆ ଟିମ । ଆଜି କଳାହାଣ୍ଡି ପ୍ରଶାସନ ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି ରାଜ୍ୟ ମହିଳା କମିଶନ । ଅଧିକ ପଢନ୍ତୁ...
କଳାହାଣ୍ଡି ଜିଲ୍ଲା ପ୍ରଶାସନ ସହ ରାଜ୍ୟ ମହିଳା କମିଶନର ସ୍ୱତନ୍ତ୍ର ଆଲୋଚନା