ଭବାନୀପାଟଣା: ପ୍ଲାଜମା ଦାନ କଲେ କଳାହାଣ୍ଡିର କୋରୋନା ଯୋଦ୍ଧା । ବୁଧବାର କଳାହାଣ୍ଡି ଜିଲ୍ଲାର ୮ ଜଣ କନେଷ୍ଟବଳ କୋରୋନାରୁ ସୁସ୍ଥ ହେବା ପରେ ତାଙ୍କ ଆଣ୍ଟିବଡି ଡେଭଲପ ହୋଇଥିଲା ।
ଏହାପରେ ସମସ୍ତ ୮ ଜଣ କନେଷ୍ଟବଳ କଟକସ୍ଥିତ ଏସସିବି ମେଡିକାଲ ଠାରେ ପ୍ଲାଜମା ଦାନ କରିଛନ୍ତି । ଏନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ