ETV Bharat / state

ବସ୍ତା ଭିତରୁ ମୃତଦେହ ଉଦ୍ଧାର

author img

By

Published : Jul 4, 2022, 3:51 PM IST

ବସ୍ତା ଭିତରେ ମୃତଦେହ । ରାସ୍ତାକଡ଼ ସାଇକେଲରେ ବନ୍ଧା ହୋଇ ପଡିଛି ମୃତଦେହ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ବସ୍ତା ଭିତରୁ ମୃତଦେହ ଉଦ୍ଧାର
ବସ୍ତା ଭିତରୁ ମୃତଦେହ ଉଦ୍ଧାର

ଭବାନୀପାଟଣା: ବସ୍ତା ଭିତରେ ମୃତଦେହ। ରାସ୍ତାକଡ଼ ସାଇକେଲରେ ବନ୍ଧା ହୋଇ ପଡିଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ଗୋଇନ୍ଦିମୁଣ୍ଡା ଛକ ମୁଖ୍ୟ ରାସ୍ତାରେ ସାଇକେଲରେ ବନ୍ଧା ହୋଇ ବସ୍ତା ଭିତରେ ମୃତଦେହ ପଡିଛି । ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବସ୍ତା ଭିତରୁ ମୃତଦେହ ଉଦ୍ଧାର

ଯୁବକକୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ମୃତ ଯୁବକ ଜଣକ ଧର୍ମଗଡ ଥାନା କୁଟୁରୁ ଗ୍ରାମର ଆଯୋଧ୍ୟା ମାଝୀ । ଯୁବକ ଜଣକ ବାପ ମାଆ ଛେଉଣ୍ଡ ହେଇଥିବା ବେଳେ ଦିନ ମଜୁରିଆ ଭାବେ କାମ କରୁଥିଲେ ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.