ETV Bharat / state

ଉପାନ୍ତ ଅଞ୍ଚଳରେ କୋରୋନା ସଚେତନତା ଓ ସର୍ବେକ୍ଷଣ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ

କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶ ଏବେ ଲକଡାଉନ । କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ଘଟଣା ପରେ ଜିଲ୍ଲା ପ୍ରଶାସନ ସଜାଗ ହେବା ସହ ସର୍ଭେ କରୁଛନ୍ତି । ଦେଖନ୍ତୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରବାସୀଙ୍କ କେମିତି ଚାଲିଛି ସର୍ଭେ ।

corona awareness and survey by health workers
ଉପାନ୍ତ ଅଞ୍ଚଳରେ କୋରୋନା ସଚେତନତା ଓ ସର୍ବେକ୍ଷଣ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ
author img

By

Published : Apr 13, 2020, 12:21 AM IST

କଳାହାଣ୍ଡି: କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶ ଏବେ ଲକଡାଉନ । ସାଧାରଣ ଲୋକଙ୍କୁ ସଚେତନ ଓ ସତର୍କତାର ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସରକାର ବିଭିନ୍ନ ଆବଶ୍ୟକୀୟମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି।

corona awareness and survey by health workers
ଉପାନ୍ତ ଅଞ୍ଚଳରେ କୋରୋନା ସଚେତନତା ଓ ସର୍ବେକ୍ଷଣ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ
corona awareness and survey by health workers
ଉପାନ୍ତ ଅଞ୍ଚଳରେ କୋରୋନା ସଚେତନତା ଓ ସର୍ବେକ୍ଷଣ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ

ଏ ନେଇ ଦିଲ୍ଲୀରୁ ପଲ୍ଲୀ ଯାଏଁ ଜାରି ରହିଛି ସଚେତନତା ଓ ସର୍ଭେ କାର୍ଯ୍ୟକ୍ରମ । ପରିବାର ପିଛା କେମିତି ରହିଛି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଏନେଇ ସର୍ଭେ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ । କୋଭିଡ-୧୯ ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଥିବାବେଳେ କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି ।

ଉକ୍ତ ଘଟଣା ପରେ କୋରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ କ୍ଷେତ୍ରରେ ଆହୁରି ତତ୍ପର ହୋଇ ଉଠିଛନ୍ତି । ସେପଟେ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଲୋକେ କେତେ ସଚେତନ ଅଛନ୍ତି ସେ ନେଇ ସର୍ଭେ ଚାଲିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.