ETV Bharat / state

Villager Protest: ରାସ୍ତା-ପୋଲ ପାଇଁ ରାସ୍ତାକୁ ଓହ୍ଲାଇଲେ ଗାଁ ଲୋକ - villagers strike in bhawanipatna

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ଼ ପଞ୍ଚାୟତକୁ ରାସ୍ତା ନିର୍ମାଣ ଓ ମାହେଶ୍ବରୀପୁର ଲାଞ୍ଜିଗଡ଼ ରୋଡ଼ ମଧ୍ୟରେ ଥିବା ସାନ୍ଦୁଲ ନଦୀରେ ପୋଲ ନିର୍ମାଣ ସହ ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ଧାରଣା ଦେଇଛନ୍ତି ପଞ୍ଚାୟତବାସୀ । ଅଧିକ ପଢନ୍ତୁ

ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

author img

By

Published : Dec 8, 2021, 12:38 PM IST

ଭବାନୀପାଟଣା: ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଲୋକେ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ଼ ପଞ୍ଚାୟତକୁ ରାସ୍ତା ନିର୍ମାଣ ଓ ମାହେଶ୍ବରୀପୁର ଲାଞ୍ଜିଗଡ଼ ରୋଡ଼ ମଧ୍ୟରେ ଥିବା ସାନ୍ଦୁଲ ନଦୀରେ ପୋଲ ନିର୍ମାଣ ସହ ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ରାସ୍ତା ଅବରୋଧ ସହ ଧାରଣା ଦେଇଛନ୍ତି ପଞ୍ଚାୟତବାସୀ ।

ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

ଭବାନୀପାଟଣା ରାୟଗଡ଼ା ଜାତୀୟ ରାଜପଥ କିଡିଙ୍ଗ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଲୋକେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ସହ ସହ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.