ETV Bharat / state

କେନାଲରେ ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ର - କେନାଲରେ ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ର

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ସନ୍ଧିକୁଲିହାରୀ ଗାଁରେ ଅଭାବନୀୟ ଘଟଣା । କେନାଲରେ ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ର । ଏସମ୍ପର୍କରେ ଅଧିକ ପଢନ୍ତୁ...

କେନାଲରେ ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ର
author img

By

Published : Oct 24, 2019, 8:30 PM IST

କଳାହାଣ୍ଡି: ସ୍କୁଲ ଯିବା ପାଇଁ କେନାଲକୁ ଗାଧୋଇବାକୁ ଯାଇଥିଲେ ଛାତ୍ର । ହେଲେ କେନାଲକୁ ଯାଇ ଆଉ ଫେରିନଥିଲା ଅଙ୍ଗଦ ବାଗଙ୍କ 12 ବର୍ଷର ପୁଅ ଜୋଗେନ୍ଦ୍ର ବାଗ । ଶେଷରେ ଫେରିଥିଲା ଜୋଗେନ୍ଦ୍ରର ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ସନ୍ଧିକୁଲିହାରୀ ଗାଁରେ ।

କେନାଲରେ ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ର

ଗାଧୋଇବାକୁ ଯାଇ ପୁଅ ବହୁତ ସମୟ ଧରି ନ ଫେରିବା ପରେ ପରିବାର ତାକୁ ଖୋଜାଖୋଜି କରିଥିଲେ । ସେଠାରେ ପୁଅ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ ପରିବାର । ମୃତ ନାବାଳକଙ୍କ ବାପା ଧର୍ମଗଡ଼ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କେନାଲ କୁ ଗାଧୋଇ ବାକୁ ଯାଇ ଛାତ୍ର ମୃତ।
ସ୍କୁଲ୍ ଯିବା ପାଇଁ କେନାଲ କୁ ଗାଧୋଇ ବାକୁ ଯାଇ ଥିବା ଜଣେ ବାଳକର କେନାଲ ପାଣିରେ ଭାସି ଯାଇ ମୃତ୍ୟୁ ଘଟିଛି । Body:କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ସନ୍ଧିକୁଲିହାରି ଗ୍ରାମର ଅଙ୍ଗଦ ବାଗ ଙ୍କ ଏକମାତ୍ର ପୁଅ ଯୋଗେନ୍ଦ୍ର ବାଗ (୧୨) ସ୍କୁଲ୍ ଯିବା ପାଇଁ କେନାଲ କୁ ଗାଧୋଇ ଯାଇଥିବା ବେଳେ ଗାଧୋଉ ଥିବା ସମୟରେ କେନାଲ ପାଣିରେ ଭାସି ଯାଇଥିଲେ । Conclusion:ହେଲେ ପୁଅ ଗାଧୋଇ ଯିବାର ବହୁତ୍ ସମୟ ହେବା ପରେ ନ ଆସିବାରୁ ବାପା ଖୋଜା ଖୋଜି କଲେ ଓ ନ ପାଇବାରୁ କେନାଲ କୁ ଖୋଜି ଆସିଲେ ଓ ପରେ ପାଣିରେ ଭାସି ଯାଇ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ । ତେବେ ଏନେଇ ଧର୍ମଗଡ଼ ଥାନା ରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.