ETV Bharat / state

ଝାରସୁଗୁଡ଼ା: ଅଗଷ୍ଟ 9 ତାରିଖରେ ଆଦିବାସୀ ଦିବସ ପାଳନ କରିବ ଆଦିବାସୀ ମହିଳା ସଂଗଠନ - press meet for Indigenous day celebration

ଆସନ୍ତା 9 ତାରିଖରେ ଆଦିବାସୀ ଦିବସ ପାଳନ କରିବେ ଆଦିବାସୀ ମହିଳା ସଂଗଠନ । ନିଜ ଭାଷା, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବା ପାଇଁ ଏହି ଦିବସ ପାଳନ କରିବାର ମୂଳ ଲକ୍ଷ୍ୟ । ଅଧିକ ପଢନ୍ତୁ

ଅଗଷ୍ଟ 9 ତାରିଖରେ ଆଦିବାସୀ ଦିବସ ପାଳନ କରିବ ଆଦିବାସୀ ମହିଳା ସଂଗଠନ

author img

By

Published : Aug 7, 2022, 10:31 PM IST

ଝାରସୁଗୁଡ଼ା: ଆଦିବାସୀ ଦିବସ ପାଳନ କରିବ ଆଦିବାସୀ ମହିଳା ସଂଗଠନ । ଆସନ୍ତା ଅଗଷ୍ଟ 9 ତାରିଖରେ ଆଦିବାସୀ ଦିବସ ପାଳନ କରାଯିବ। ଏହି ମେଳାରେ ଏକାଠି ହେବେ ଝାରସୁଗୁଡାର 5ଟି ବ୍ଲକର ମହିଳା ସଂଗଠନ । ନିଜ ଭାଷା , ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବା ପାଇଁ ଏକାଠି ହେବେ । ଧିରେ ଧିରେ ଲୋପ ପାଇବାକୁ ଯାଉଥିବା ଆଦିବାସୀ ଭାଷା ଉପରେ ଗୁରୁତ୍ୱ ଦେଇ ତାର ପ୍ରଚାର ପ୍ରସାର କରିବା ପାଇଁ ଅଣ୍ଟା ଭିଡିବେ ମହିଳା ।

ଅଗଷ୍ଟ 9 ତାରିଖରେ ଆଦିବାସୀ ଦିବସ ପାଳନ କରିବ ଆଦିବାସୀ ମହିଳା ସଂଗଠନ

ତେବେ ଏହି ଦିନ ନିଜର କଳା, ସଂସ୍କୃତି, ନୃତ୍ୟ, ଭାଷା ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯିବ । ସମସ୍ତ ଆଦିବାସୀ ସମାଜକୁ ଚେତାଇ ନିଜ ସଂସ୍କୃତି ଉପରେ ଅବଗତ କରାଇବା ଲକ୍ଷ୍ୟ ରଖିଛନ୍ତି ଆଦିବାସୀ ମହିଳା ସଂଗଠନ । ଏଥିସହ ବସଷ୍ଟାଣ୍ଡ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ବିରାଟ ଶୋଭାଯାତ୍ରା ମଧ୍ୟ କରିବାର ନିଷ୍ପତ୍ତି କରିଛି ମହିଳା ସଂଗଠନ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.