ETV Bharat / state

ଝାରସୁଗୁଡାରେ ଆଉ 72 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ - corona cases found in jharshuguda

ଝାରସୁଗୁଡ଼ା ଜିଲ୍ଲାରେ ସଂକ୍ରମଣ ବଢିବାରେ ଲାଗିଛି । ଶୁକ୍ରବାର ଜିଲ୍ଲାରେ ସର୍ବାଧିକ 72 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଝାରସୁଗୁଡାରେ ଆଉ 72 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ

author img

By

Published : Aug 21, 2020, 3:07 PM IST

ଝାରସୁଗୁଡ଼ା: କୋରୋନା ସଙ୍କଟ ଥମିବାର ନାଁ ଧରୁନଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ସଂକ୍ରମଣ ବଢିବାରେ ଲାଗିଛି । ଶୁକ୍ରବାର ଜିଲ୍ଲାରେ ସର୍ବାଧିକ 72 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଝାରସୁଗୁଡାରେ ଆଉ 72 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ
ଝାରସୁଗୁଡାରେ ଆଉ 72 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ

ତେବେ ଝାରସୁଗୁଡ଼ା ସହରରୁ 32 ଜଣ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ା ବ୍ଲକରୁ 15 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ବେଲପାହାଡ଼ ମୁନିସିପାଲଟିରୁ ଜଣେ, ବ୍ରଜରାଜନଗର ମ୍ୟୁନିସିପାଲଟିରୁ 16, ଲଖନପୁର ବ୍ଲକରୁ 8 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଝାରସୁଗୁଡ଼ାରୁ ରବି ନାରୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.