ETV Bharat / state

ହେରିଟେଜ ବିଲଡିଂ ହେବ 130 ବର୍ଷର ପୋଷ୍ଟ ଅଫିସ - ଝାରସୁଗୁଡା ଖବର

ପୋଷ୍ଟାଲ ସେକ୍ରେଟାରୀ ଅଫ ଇଣ୍ଡିଆ ଭିନିତ ପାଣ୍ଡେଙ୍କ ଝାରସୁଗୁଡା ଗସ୍ତ । ସେ ଝାରସୁଗୁଡାରେ ଥିବା ଏକ ସର୍ବପୁରାତନ ପୋଷ୍ଟ ଅଫିସର ସ୍ଥିତି ପରଖିଛନ୍ତି । ଅଧିକ ପଢନ୍ତୁ

ଝାରସୁଗୁଡାରେ ପୋଷ୍ଟାଲ ସେକ୍ରେଟାରୀ ଅଫ ଇଣ୍ଡିଆ :130 ବର୍ଷର ପୋଷ୍ଟ ଅଫିସକୁ କରାଯିବ ହେରିଟେଜ ବିଲଡିଙ୍ଗ

author img

By

Published : Mar 12, 2022, 5:05 PM IST

ଝାରସୁଗୁଡା : ଜିଲ୍ଲାରେ 130 ବର୍ଷ ପୁରୁଣା ପୋଷ୍ଟ ଅଫିସକୁ ହେରିଟେଜ ବିଲଡିଙ୍ଗ କରାଯିବ l ଏଥିପାଇଁ ଆଜି(ଶନିବାର) ପୋଷ୍ଟାଲ ସେକ୍ରେଟାରୀ ଅଫ ଇଣ୍ଡିଆ ଭିନିତ ପାଣ୍ଡେ ଝାରସୁଗୁଡା ଗସ୍ତ କରିଛନ୍ତି l ସେ ଝାରସୁଗୁଡାରେ ଥିବା ଏକ ସର୍ବପୁରାତନ ପୋଷ୍ଟ ଅଫିସର ସ୍ଥିତି ପରଖିଛନ୍ତି ।

ଝାରସୁଗୁଡାରେ ପୋଷ୍ଟାଲ ସେକ୍ରେଟାରୀ ଅଫ ଇଣ୍ଡିଆ :130 ବର୍ଷର ପୋଷ୍ଟ ଅଫିସକୁ କରାଯିବ ହେରିଟେଜ ବିଲଡିଙ୍ଗ

ଏହାବି ପଢନ୍ତୁ : ONLINE INVESTMENT ଆଳରେ ଠକେଇ, ମହାରାଷ୍ଟ୍ରରେ ଥାଇ ଲୁଟିଲେ ୫୦୦ କୋଟି

ଝାରସୁଗୁଡାରେ ଇଂରେଜ ଅମଳରୁ କାର୍ଯ୍ୟକ୍ଷମ ହୋଇଥିବା ଏହି ପୋଷ୍ଟ ଅଫିସ ଦେଶର ଏକ ଐତିହ୍ୟ ଧରୋହର l ଏହାର ସୁରକ୍ଷା ପାଇଁ ଡାକ ବିଭାଗ ତତ୍ପରତାର ସହ କାର୍ଯ୍ୟ କରିବ l ଆସନ୍ତା ଏପ୍ରିଲ ମାସରୁ ଏହାକୁ ହେରିଟେଜ ବିଲଡିଂ ରୂପାନ୍ତରିତ କରିବା ପାଇଁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଭିନିତ ପାଣ୍ଡେ କହିଛନ୍ତି l

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.