ETV Bharat / state

ଯାଜପୁରରେ ମୋଟର ଯାନ ଚେକିଂ କଡାକଡି - ମୋଟର ଯାନ ଚେକିଂ ଯାଜପୁର

ଯାଜପୁର ରୋଡରେ କଡାକଡି ମୋଟର ଯାନ ଚେକିଂ। ନିୟମ ଉଲଙ୍ଘନକାରୀଙ୍କ ଠୁ ଫାଇନ ଆଦାୟ କରୁଛି ଆରଟିଓ । ଅଧିକ ପଢନ୍ତୁ...

ଯାଜପୁରରେ କଡାକଡି ମୋଟର ଯାନ ଚେକିଂ
ଯାଜପୁରରେ କଡାକଡି ମୋଟର ଯାନ ଚେକିଂ
author img

By

Published : Jan 7, 2021, 9:08 PM IST

Updated : Jan 7, 2021, 9:13 PM IST

ଯାଜପୁର: ଜିଲ୍ଲାରେ କଡାକଡି ହେଲା ମୋଟର ଯାନ ଯାଞ୍ଚ । ଅମାନିଆଙ୍କୁ ସାବାଡ କରୁଛି ଆରଟିଓ । ଏଥିସହ ନିୟମ ଉଲଙ୍ଘନକାରୀଙ୍କ ନିକଟରୁ ମୋଟା ଅଙ୍କର ଫାଇନ ମଧ୍ୟ ଆଦାୟ କରୁଛି ଆରଟିଓ ।

ଯାଜପୁରରେ ମୋଟର ଯାନ ଚେକିଂ କଡାକଡି

ଆଜି(ଗୁରୁବାର) ଯାଜପୁର ରୋଡ ନିକଟସ୍ଥ ଆଲିଆ ଛକରେ ଆଞ୍ଚଳିକ ପରିବହନ ପକ୍ଷରୁ ଟ୍ରକ, ବାଇକ ଓ କାର ଡ୍ରାଇଭିଂ ଲାଇସେନ୍ସ, ହେଲେମେଟ, ମାକ୍ସ ଓ କାଗଜପତ୍ର ଆଦି ଚେକିଂ କରାଯାଇଛି । ଆଞ୍ଚଳିକ ପରିବହନର ଅତିରିକ୍ତ ଏମଭିଆଇ ବସନ୍ତ କୁମାର ସେନାପତିଙ୍କ ନେତୃତ୍ବରେ ଏହି ଯାଞ୍ଚ କରାଯାଇଛି । ମୂଖ୍ୟତଃ ଦୁଇଚକିଆ ଯାନ ଡ୍ରାଇଭର ହେଲମେଣ୍ଟ ଏବଂ କାର କିମ୍ବା ଟ୍ରକ ଡ୍ରାଇଭର ସିଟ ବେଲ୍ଟ ଓ ମାସ୍କ ପିନ୍ଧିଛନ୍ତି କି ନାହିଁ କଡାକଡି ଚେକିଂ କରାଯାଉଛି । ତେବେ ଜିଲ୍ଲାରେ ପ୍ରତ୍ୟେକ ଦିନ ଚେକିଂ ଜାରି ରହିବ ବୋଲି ବସନ୍ତ ସେନାପତି କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Jan 7, 2021, 9:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.