ETV Bharat / state

ନାହିଁ ନାହିଁରେ ଚାଲିଛି ସରକାରୀ ଆୟୁର୍ବେଦ ଚିକିତ୍ସାଳୟ, ନାହାଁନ୍ତି ଡାକ୍ତର କି କମ୍ପାଉଣ୍ଡର

ଚିକିତ୍ସାଳୟରେ ନା ଅଛନ୍ତି ଡାକ୍ତର ନା ଅଛନ୍ତି କମ୍ପାଉଣ୍ଡର । କେବଳ ଖାତା ଖତିଆନରେ ଚାଲିଛି ଚିକିତ୍ସାଳୟ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଏଥିନେଇ ବାରମ୍ବାର ଜନସାଧାରଣଙ୍କୁ ତରଫରୁ ଜିଲ୍ଲାପାଳ/ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରିଥିଲେ କୌଣସି ସୁଫଳ ମିଳୁନାହଁ ।

author img

By

Published : Jul 25, 2020, 7:45 PM IST

ନାହିଁ ନାହିଁ ରେ ଚାଲିଛି ସରକାରୀ ଆୟୁରର୍ବେଦ ଚିକିତ୍ସାଳୟ, ନାହାନ୍ତି ଡାକ୍ତର କି କମ୍ପାଉଣ୍ଡର

ଯାଜପୁର: ଜନସାଧାରଣଙ୍କ ଚିକିତ୍ସା ପାଇଁ ଦଶରଥପୁର ବ୍ଲକ ଅର୍ଦ୍ଧାଉଳିଆ ଗ୍ରାମରେ ୧୯୯୫ ମସିହାରେ ନିର୍ମାଣ କରାଯାଇଥିଲା ସରକାରୀ ଆୟୁର୍ବେଦ ଚିକିତ୍ସାଳୟ । ଏହି ଚିକିତ୍ସାଳୟଟି ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦ୍ବାରା ନିୟନ୍ତ୍ରଣ ହେଉଥିବାବେଳେ ବର୍ଷ ବର୍ଷ ଧରି ବନ୍ଦ ରହିଛି ।

ଚିକିତ୍ସାଳୟରେ ଡାକ୍ତର ନାହାଁନ୍ତି କି କମ୍ପାଉଣ୍ଡର ନାହାଁନ୍ତି । ନାହିଁ ନାହିଁରେ ଚାଲିଛି ସରକାରୀ ଚିକିତ୍ସାଳୟ । କେବଳ ଖାତା ଖତିଆନରେ ଚାଲିଛି ଚିକିତ୍ସାଳୟ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଏଥିନେଇ ବାରମ୍ବାର ଜନସାଧାରଣଙ୍କୁ ତରଫରୁ ଜିଲ୍ଲାପାଳ/ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରିଥିଲେ କୌଣସି ସୁଫଳ ମିଳୁନାହଁ ।

ଏପରିକି ଏହି ଚିକିତ୍ସାଳୟ ଏବେ ସାପ ବେଙ୍ଗର ଆଶ୍ରୟସ୍ଥଳୀ ପାଲଟିଛି । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନର ଏଥିପ୍ରତି ମଧ୍ୟ ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.