ETV Bharat / state

ଶ୍ରମିକ ଅଶାନ୍ତି: ଦରମା ପାଇଁ ଧାରଣା

ଟାଟା କମ୍ପାନୀ ମଧ୍ୟରେ କାର୍ଯ୍ୟରତ ଠିକା ସଂସ୍ଥା ଭୋଲଟାଜ କମ୍ପାନୀରେ ଦେଖାଦେଇଛି ଶ୍ରମିକ ଅଶାନ୍ତି । କାର୍ଯ୍ୟରତ ଶ୍ରମିକମାନେ ଦରମା ସମସ୍ୟା ନେଇ ୩ ନମ୍ବର ଗେଟ ପାଖରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

ଶ୍ରମିକ ଅଶାନ୍ତି : ଦରମା ପାଇଁ ଧାରଣା
ଶ୍ରମିକ ଅଶାନ୍ତି : ଦରମା ପାଇଁ ଧାରଣା
author img

By

Published : Aug 5, 2021, 12:13 PM IST

ଯାଜପୁର: ଟାଟା କମ୍ପାନୀ ମଧ୍ୟରେ କାର୍ଯ୍ୟରତ ଠିକା ସଂସ୍ଥା ଭୋଲଟାଜ କମ୍ପାନୀରେ ଦେଖାଦେଇଛି ଶ୍ରମିକ ଅଶାନ୍ତି । କାର୍ଯ୍ୟରତ ଶ୍ରମିକମାନେ ଦରମା ସମସ୍ୟା ନେଇ ୩ନମ୍ବର ଗେଟ ପାଖରେ ଧାରଣା ଦେଇଛନ୍ତି । ଏନେଇ ଶ୍ରମିକମାନେ ଟାଟା କମ୍ପାନୀ ମୁଖ୍ୟ କାର୍ଯ୍ୟାଳୟରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

ଶ୍ରମିକ ଅଶାନ୍ତି : ଦରମା ପାଇଁ ଧାରଣା

ଏହାସହ କଳିଙ୍ଗନଗର ଟାଟା କମ୍ପାନୀର ୩ନମ୍ବର ଗେଟ ପାଖରେ ଶ୍ରମିକମାନେ ଏକତ୍ରିତ ହୋଇ ନାରାବାଜି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଟାଟା କମ୍ପାନୀରେ କାର୍ଯ୍ୟରତ ଏକ ଠିକା କମ୍ପାନୀର ମନମୁଖି କାର୍ଯ୍ୟ ପାଇଁ ଶ୍ରମିକ ମାନେ ବିଭିନ୍ନ ସମସ୍ୟା ପଡୁଛନ୍ତି। ଠିକ ସମୟରେ ଦରମା ନଦେବା ଫଳରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇଯାଉଥିବା କାର୍ଯ୍ୟରତ ଶ୍ରମିକ ଅଭିଯୋଗ କରିଛନ୍ତି। ତେବେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଶ୍ରମିକ ମାନେ ଟାଟା କମ୍ପାନୀ ନିକଟରେ ଦାବି କରିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.