ETV Bharat / state

ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟଣା: ସ୍ବାମୀ ଅଟକ

author img

By

Published : Jul 10, 2020, 10:49 PM IST

ରାଛିପୁର ଛକରେ ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟଣାରେ ସ୍ବାମୀ ସୌମ୍ୟରଞ୍ଜନ ମଲ୍ଲିକଙ୍କୁ ଅଟକ ରଖାଯାଇଛି । ଅଧିକ ପଢନ୍ତୁ...

ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟଣା: ଅଭିଯୁକ୍ତ ସ୍ବାମୀ ଅଟକ

ଯାଜପୁର: ରାଛିପୁର ଛକରେ ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟଣାରେ ସ୍ବାମୀ ସୌମ୍ୟରଞ୍ଜନ ମଲ୍ଲିକଙ୍କୁ ଅଟକ ରଖାଯାଇଛି । ଯାଜପୁର ରୋଡ ଥାନାରେ ତାଙ୍କୁ ପୋଲିସ ଅଟକ ରଖିବା ସହ ପଚରାଉଚରା ଜାରି ରଖିଛି । ଅପରପକ୍ଷରେ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଜବତ କରିଛି । ହତ୍ୟାକାଣ୍ଡ ସ୍ଥାନରେ ସାଇଣ୍ଟିଫିକ ଟିମ ଦ୍ବାରା ପୋଲିସ ଘଟଣାର ତନାଘନା ଜାରିରଖିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.