ETV Bharat / state

ଯାଜପୁର ରୋଡ ଷ୍ଟେସନକୁ ବଜେଟରେ ଉପେକ୍ଷା, କ୍ଷୋଭପ୍ରକାଶ କଲେ ପୂର୍ବତନ ଅର୍ଥମନ୍ତ୍ରୀ

author img

By

Published : Feb 5, 2022, 8:02 PM IST

ଯାଜପୁର ରୋଡ ଷ୍ଟେସନକୁ ରେଳ ବଜେଟରେ ଡିଭିଜନ ପ୍ରସ୍ତାବ ଗୃହୀତ ନ ହେବାକୁ ନେଇ କ୍ଷୋଭ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ । ପୁନଃଶ୍ଚ ଏହି ଦାବି ଉପରେ ଦୃଷ୍ଟି ଦେବାକୁ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପୂର୍ବତନ ମନ୍ତ୍ରୀ । ଅଧିକ ପଢନ୍ତୁ

ଯାଜପୁର ରୋଡ ଷ୍ଟେସନକୁ ବଜେଟରେ ଡିଭିଜନ ପ୍ରସ୍ତାବ ଗୃହୀତ ନ ହେବା ପ୍ରସଙ୍ଗ : କ୍ଷୋଭ ପ୍ରକାଶ କଲେ ପୂର୍ବତନ ଅର୍ଥମନ୍ତ୍ରୀ

ଯାଜପୁର: ଯାଜପୁର ରୋଡ ଷ୍ଟେସନକୁ ରେଳ ବଜେଟରେ ଡିଭିଜନ ପ୍ରସ୍ତାବ ଗୃହୀତ ନ ହେବାକୁ ନେଇ କ୍ଷୋଭ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇ । ଏ ଷ୍ଟେସନକୁ ଡିଭିଜନ କରିବାକୁ ଦିର୍ଘଦିନ ବିଭିନ୍ନ ଅନୁଷ୍ଠାନ ଠାରୁ ଆରମ୍ଭ କରି ରାଜନେତା ମାନେ ଦାବି କରୁଥିଲେ। ତେବେ ଚଳିତ ବଜେଟରେ ଯାଜପୁର ରୋଡ ରେଳ ଷ୍ଟେସନ ଡିଭିଜନ ପ୍ରସ୍ତାବକୁ ରେଳ ମନ୍ତ୍ରାଳୟ ପକ୍ଷରୁ ଗୃହୀତ ନ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହାବି ପଢନ୍ତୁ : କୋରୋନା ରୋଗୀଙ୍କୁ ଦେବେ କି ନାହିଁ ହୋମିଓପାଥି ? ଜାଣନ୍ତୁ

ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାକୁ କଳିଙ୍ଗ ନଗରରେ କାର୍ଯ୍ୟ କରିବାକୁ ପ୍ରତ୍ୟକ ଦିନ ହଜାର ହଜାର ଯାତ୍ରୀ ଯିବା ଆସିବା କରୁଛନ୍ତି। ଫଳରେ ଏହି ରେଳ ଷ୍ଟେସନର ବିକାଶ ଉଦ୍ଦେଶ୍ୟରେ ଅନେକ ସଂଗଠନ ଠାରୁ ଆରମ୍ଭ କରି ରାଜନେତା ରେଳ ମନ୍ତ୍ରାଳୟ ନିକଟରେ ଦାବି କରିଛନ୍ତି। ତେବେ ବିଶେଷ ଭାବରେ ଏହି ରେଳ ଷ୍ଟେସନକୁ ଡିଭିଜନ କରିବାକୁ ଅନେକ ବାର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ରେଳମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ। ମାତ୍ର ଏହି ବଜେଟରେ ଗୃହୀତ ନ ହେବାରୁ କ୍ଷୋଭ ପ୍ରକାଶ କରିବା ସହିତ ପୁନଃଶ୍ଚ ଦୃଷ୍ଟି ଦେବାକୁ ଦାବି ସେ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.