ETV Bharat / state

Binjharpur Bomb Blast Case: ୩ ଗିରଫ, ASI ନିଲମ୍ବିତ - ଯାଜପୁର ଖବର

ବିଞ୍ଝାରପୁର ବୋମାମାଡ଼ ଘଟଣା । ମୁଖ୍ୟ ଅଭିଯୁକ୍ତ ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପିଆର । ଅଧିକ ପଢନ୍ତୁ

Binjharpur bomb blast case :ବନ୍ଧା ହେଲେ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇ, ଏସଆଇ ନିଲମ୍ବିତ

author img

By

Published : Mar 25, 2022, 5:36 PM IST

ଯାଜପୁର: ବିଞ୍ଝାରପୁର ବୋମାମାଡ଼ ଘଟଣା । ମୁଖ୍ୟ ଅଭିଯୁକ୍ତ ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପିଆର । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଗିରିଧାରୀ ମଲିକ ଓ ବିଷ୍ଣୁ ମଲିକ ଭୁରୁଙ୍ଗା ଗାଁରୁ ଗିରଫ ହେଇଥିବା ଜଣାପଡିଛି । ପୂର୍ବରୁ ଏହି ଘଟଣାରେ ବିଞ୍ଝାରପୁର ଥାନା ଏସଆଇ ନିଲମ୍ବିତ ହୋଇଛନ୍ତି ।

Binjharpur bomb blast case :ବନ୍ଧା ହେଲେ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇ, ଏସଆଇ ନିଲମ୍ବିତ

ସୂଚନା ମୁତାବକ ବଗମରା ଘାଟରେ ମନେଇଗଣ୍ଡ ବାଲିଘାଟ ବିବାଦକୁ ନେଇ ସୁରେନ୍ଦ୍ର ଦାସଙ୍କୁ ବୋମାମାଡ଼ ହେଇଥିଲା। ସେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ ।

ଏହାବି ପଢନ୍ତୁ: ଯାଜପୁରରେ ବୋମା ମାଡ, ଜଣେ ମୃତ

ତେବେ ଏସପି ରାହୁଲ ପିଆରଙ୍କ ନିର୍ଦ୍ଦେଶ ପରେ ବିଞ୍ଝାରପୁର ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇଥିଲା । ତନାଘନା କରି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଥିଲା । ସେପଟେ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଥିଲେ ଖୁବଶୀଘ୍ର ଗିରଫ କରାଯିବ ବୋଲି ଗଣମାଧ୍ୟମ ଆଗରେ ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.