ETV Bharat / state

ମେଡିକାଲରୁ ଫେରିବା ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର - ମେଡିକାଲରୁ ଫେରୁଥିଲା ବେଳେ ବାଇକକୁ କାର ପଛପଟୁ ଧକ୍କା

ମେଡିକାଲରୁ ଫେରୁଥିଲା ବେଳେ ବାଇକକୁ ଏକ କାର ପଛପଟୁ ଧକ୍କା ଦେବାରୁ ଜଣେ ମହିଳା ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଯାଜପୁର
author img

By

Published : Nov 8, 2019, 3:18 PM IST

ଯାଜପୁର: ଜିଲ୍ଲାର କୋରେଇ ଥାନା ଅଧିନସ୍ଥ ପାଟୁଳି ଛକ ନିକଟରେ ଗୋଟିଏ ବାଇକକୁ, ଏକ କାର ପଛ ପଟୁ ଧକ୍କା ଦେବାରୁ ଜଣେ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି । ମୃତକ ମହିଳା ନରପଦା ଗାଁର କମଳା ମଲ୍ଲିକ । ଆହତ ଯୁବକ ହେଉଛନ୍ତି ରଞ୍ଜିତ ମଲ୍ଲିକ। ମୃତକ କମଳା, ନିଜ ପୁତୁରା ସହ ଯାଜପୁର ରୋଡ ମେଡିକାଲକୁ ଚିକିତ୍ସା ପାଇଁ ଆସି ଫେରୁଥିବା ସମୟରେ ପାଟୁଳି ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଏହା ପରେ ତାଙ୍କୁ ଯାଜପୁର ରୋଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର: କୋରେଇ ଥାନା ପାଟୁଳି ଛକ ନିକଟରେ ବାଇକକୁ ପଛ ପଟେ ଧକ୍କା ଦେଲା କାର ଜଣେ ମୃତ ଜଣେ ଗୁରୁତର। ମୃତ ବ୍ୟକ୍ତି ଜଣକ ହେଲେ ନରପଦା ଗାଁର କମଳା ମଲ୍ଲିକ ଆହତ ଯୁବକ ରଞ୍ଜିତ ମଲ୍ଲିକ। ସୂଚନା ମୁତାବକ ମୃତ କମଳା ମଲ୍ଲିକ ତାଙ୍କ ପୁତୁରା ସହିତ ଯାଜପୁର ରୋଡ ମେଡିକାଲକୁ ଚିକିତ୍ସା ପାଇଁ ଆସି ଫେରୁଥିବା ସମୟରେ ପାଟୁଳି ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣା ପରେ ମୃତ କମଳାଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ଡାକ୍ତର ଖାନାକୁ ଆଣିଥିଲେ ତେବେ ଡାକ୍ତର ଚିକିତ୍ସା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହିତ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି।। ତେବେ ସୂଚନା ମୁତାବକ ଗତ ଦୁଇଦିନ ତଳେ ସେହି ସ୍ଥାନରେ ଦୁର୍ଘଟଣାରେ ଦୁଇ ଜଣ ମୃତ୍ୟୁ ବରଣ କରିଥିଲେ।Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.