ETV Bharat / state

ଭୂ-ବନ୍ଦୋବସ୍ତ ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ବହୁଜନ କ୍ରାନ୍ତି ମୋର୍ଚ୍ଚାର ଦାବିପତ୍ର - ସୁକିନ୍ଦାରେ ଭୂ-ବନ୍ଦୋବସ୍ତ ଦାବି

ସୁକିନ୍ଦାରେ ଭୂ-ବନ୍ଦୋବସ୍ତ କରିବା ଦାବିରେ ବ୍ୟାସନଗରସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ଭୂ-ବନ୍ଦୋବସ୍ତ ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ବହୁଜନ କ୍ରାନ୍ତି ମୋର୍ଚ୍ଚାର ଦାବିପତ୍ର

author img

By

Published : Jan 8, 2022, 4:13 PM IST

ଯାଜପୁର: ସୁକିନ୍ଦାରେ ଭୂ-ବନ୍ଦୋବସ୍ତ କରିବା ଦାବିରେ ବ୍ୟାସନଗରସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ । ଆଜି(ଶୁକ୍ରବାର) ବହୁଜନ କ୍ରାନ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ଶମ୍ବୁନାଥ ମହାନ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବ୍ୟାସନଗର ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ ।

ଭୂ-ବନ୍ଦୋବସ୍ତ ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ବହୁଜନ କ୍ରାନ୍ତି ମୋର୍ଚ୍ଚାର ଦାବିପତ୍ର

ତେବେ ଏହି ପ୍ରତିନିଧି ଦଳ ୬ଟି ଦାବି ଯଥା ସୁକିନ୍ଦା ଅଞ୍ଚଳରେ ରହୁଥିବା କୃଷକ ଓ ଜନସାଧାରଣଙ୍କୁ ଜମିପଟ୍ଟା ପ୍ରଦାନ, କଳକାରଖାନା କିମ୍ବା ସରକାରୀ ପ୍ରକଳ୍ପ କାର୍ଯ୍ୟରେ ବାସଚ୍ୟୁତ ପରିବାରକୁ ଉଚିତ ମୂଲ୍ୟ ଓ ଥଇଥାନ ବ୍ୟବସ୍ଥା, ଭୂ-ବନ୍ଦୋବସ୍ତ କରିବା ପଟ୍ଟା ପ୍ରଦାନ ଓ ଶୀଘ୍ର ଜାତିଗତ ପ୍ରମାଣ ପତ୍ର ପ୍ରଦାନ ଆଦି ଦାବିରେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଏକ ଦାବିପତ୍ର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଗୁଣବନ୍ତ ସିଂଦେବ ମହାନ୍ତ, ଗୀତାଞ୍ଜଳି ମହାନ୍ତଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.