ETV Bharat / state

ଖରସ୍ରୋତାରେ 2 ଭଉଣୀ ନିଖୋଜ ଘଟଣା: ମିଳିଲା ସାନ ଭଉଣୀର ମୃତଦେହ - ଯାଜପୁର ନ୍ୟୁଜ

ନଦୀରେ ବୁଡି 2 ଭଉଣୀ ନିଖୋଜ ହେବା ଘଟଣା । ସେମାନଙ୍କ ମଧ୍ୟରୁ ଗତକାଲି ଜଣେ ଭଉଣୀ ଉଦ୍ଧାର ହୋଇଥିବା ବେଳେ ଆଉ ଜଣଙ୍କୁ ଓଡ୍ରାଫ ଟିମ ଆଜି ଉଦ୍ଧାର କରିଛି ।

drown
drown
author img

By

Published : Dec 17, 2019, 5:36 PM IST

ଯାଜପୁର: ନଦୀରେ ବୁଡି 2 ଭଉଣୀ ନିଖୋଜ ହେବା ଘଟଣା । ଗତକାଲି ଗାଧୋଇବାକୁ ଯାଇ ସେଲ୍ଫି ନେଉଥିବା ବେଳେ ବୁଡିଯାଇଥିଲେ 2ଭଉଣୀ । ସେମାନଙ୍କ ମଧ୍ୟରୁ ସୋମବାର ଜଣେ ଭଉଣୀ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିଲା । ତେବେ ଆଜି ଆଉ ଜଣଙ୍କ ମୃତଦେହ ଓଡ୍ରାଫ ଟିମ ଉଦ୍ଧାର କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏଭଳି ଅଘଟଣ ଘଟିଥିଲା ସଦର ଥାନା ଖରସ୍ରୋତା ନଦୀର ତନ୍ତିଘାଇରେ । ସ୍ଥାନୀୟ ଏରବାଙ୍କ ଗାଁର 2 ସମ୍ପର୍କୀୟ ଭଉଣୀ ନିକଟସ୍ଥ ତନ୍ତିଘାଇକୁ ଗାଧୋଇବାକୁ ଯାଇଥିଲେ। ସେଲ୍ଫି ଉଠାଉଥିବା ବେଳେ ଉଭୟ ନଦୀ ଭିତରକୁ ଖସି ପଡିଥିଲେ । ସ୍ଥାନୀୟ ଲୋକେ ନାଜରିନ ବେଗମ(19)ଙ୍କୁ ଉଦ୍ଧାର କରିଥିବା ବେଳେ ସାଇସ୍ତା ବେଗମ (17) ନିଖୋଜ ରହିଥିଲେ । ତେବେ ସାଇସ୍ତାର ମୃତଦେହ ଆଜି ଓଡ୍ରାଫ ଟିମ ଏରବାଙ୍କରୁ ଉଦ୍ଧାର କରିଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-nadi_budi_ghatana
format-avo
reporter-Gyanaranjan ojha
place-jajpur
date-17.12.19
anchor---ଯାଜପୁର ନଦୀବୁଡି ଓ ଦୁଇ ଭଉଣୀ ନିଖୋଜ ହେବା ଘଟଣା ।ଗତକାଲି ଗାଧୋଇବାକୁ ଯାଇ ସେଲ୍ଫି ନେଉଥିବା ବେଳେ ବୁଡିଯାଇଥିଲେ 2ଭଉଣୀ। ସେମାନଙ୍କ ମଧ୍ୟରୁ ଗତକାଲି ଜଣେ ଭଉଣୀ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିଲା । ଏଭଳି ଅଘଟଣ ଘଟିଥିଲା ସଦର ଥାନା ଖରସ୍ରୋତା ନଦୀର ତନ୍ତିଘାଇରେ । ସ୍ଥାନୀୟ ଏରବାଙ୍କ ଗ୍ରାମର 2 ସମ୍ପର୍କୀୟ ଭଉଣୀ ନିକଟସ୍ଥ ତନ୍ତିଘାଇକୁ ଗାଧୋଇବାକୁ ଯାଇଥିଲେ। ସେଲ୍ଫି ଫଟୋ ଉଠାଉଥିବା ବେଳେ ଉଭୟ ନଦୀ ଭିତରକୁ ଖସି ପଡିଥିଲେ । ସ୍ଥାନୀୟ ଲୋକେ ନାଜରିନ ବେଗମ(19) ଙ୍କୁ ଉଦ୍ଧାର କରିଥିବା ବେଳେ ସାଇସ୍ତା ବେଗମ 17 ନିଖୋଜ ରହିଥିଲେ । ତେବେ ସାଇସ୍ତାର ମୃତଦେହ ଆଜି ଓଡ୍ରାଫ ଟିମ ଯୋଗେ ଏରବାଙ୍କ ଠାରୁ ଉଦ୍ଧାର କରାଯାଇଛି।
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.