ETV Bharat / state

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ - jagatsingpur

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Aug 22, 2019, 8:55 AM IST

ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତି ୨ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

ଅଗ୍ନିକାଣ୍ଡ ଯୋଗୁଁ ମେଡିକାଲ ସାରା ଧୂଆଁ ଭର୍ତ୍ତି ହୋଇଯାଇଥିଲା। ଫଳରେ ପ୍ରସୂତୀରେ ଥିବା ରୋଗୀମାନେ ଆତଙ୍କିତ ହୋଇ ଦୌଡାଦୌଡି ଆରମ୍ଭ କରିଦେଇଥିଲେ।

ସୂଚନାମୁତାବକ, ମେଡିକାଲ ଆକ୍ବାଗାର୍ଡରୁ ବିଦ୍ୟୁତ ସଂଯୋଗ ହୋଇଥିବା ସ୍ଥାନରୁ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ମୁଖ୍ୟ ଚିକିସ୍ଚାଳୟରେ ଗତକାଲି ବିଳମ୍ବିତରାତ୍ର, ୨ଟା ସମୟରେ ଅଗ୍ନିକାଣ୍ଡ ଘଟିଛି।ଏଥିରେ କାହାର କିଛି ଖେୟଖେତି ହୋଇ ନଥିବା ବେଳେ ମେଡିକାଲ ସାରା ଧୂଆଁରେ ପୁରି ଯାଇଥିଲା।ଫଳରେ ପ୍ରସୂତୀ ରେ ଥିବା ରୋଗୀମାନେ ଜୀବନ ବିକଳରେ ଦୌଡାଦୌଡି ଆରମ୍ଭ କରିଦେଇଥିଲେ।ମେଡିକାଲ୍ ଆକୁଆ ଗାଡ୍ ରୁ ବିଦ୍ୟୁତ ସଂଯୋଗ ହୋଇଥିବା ସ୍ତାନରୁ ସର୍ଟ ସର୍କେଟ୍ରୁ ନିଆଁ ଲାଗିଯାଇଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି।Body:ଜଗତସିଂହପୁରConclusion:ଜଗତସିଂହପୁର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.