ETV Bharat / state

କାଳ ହେଲା କୋଇଲା ଚୋରି, ବିଦ୍ୟୁତ ଆଘାତରେ ଯୁବକ ଗୁରୁତର - coal

କୋଇଲା ଚୋରିକୁ ନେଇ ଶୁକ୍ରବାର ଏକ ଅଘଟଣ ଘଟିଛି । ପାରାଦୀପ ପୌର ପାଳିକା ର ୮ନଂ ଓ୍ବାର୍ଡର ଗୋଲାପ ଭୁୟାଁ ନାମକ ଜଣେ ଯୁବକ ମାଲବାହୀ ଟ୍ରନରୁ କୋଇଲା ଚୋରି କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡିଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : May 31, 2019, 5:26 PM IST

ଜଗତସିଂହପୁର: ପାରାଦୀପ ଅଞ୍ଚଳ ଟ୍ରେନ୍‌ରୁ କୋଇଲା ଚୋରି ଏକ ନିତିଦିନିଆ ଘଟଣା ପାଲଟିଛି । କୋଇଲା ଚୋରିକୁ ନେଇ ଶୁକ୍ରବାର ଏକ ଅଘଟଣ ଘଟିଛି । ପାରାଦୀପ ପୌର ପାଳିକାର ୮ନଂ ଓ୍ବାର୍ଡର ଗୋଲାପ ଭୁୟାଁ ନାମକ ଜଣେ ଯୁବକ ମାଲବାହୀ ଟ୍ରନରୁ କୋଇଲା ଚୋରି କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡିଛନ୍ତି।

ସୂଚାନ ଅନୁସାରେ ରେଲଓ୍ବେ ବିଦ୍ୟୁତ ଖୁଣ୍ଟରେ ଚଢି କୋଇଲା କାଢୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଥିଲା । ଫଳରେ ତାଙ୍କ ଶରୀରର ଅଧାଭାଗ ପୋଡିଯାଇଛି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାରକରି ପାରାଦୀପ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏହି ଘଟଣା ପରେ ରେଲଓ୍ବେ ପୋଲିସ ଘଟଣା ସ୍ଥଳରେ ପହଛି ତଦନ୍ତ ଆରମ୍ଭ କରିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଏଠାରେ ସୂଚନା ଯୋଗ୍ୟ ଯେ ବସ୍ତିରେ ରହୁଥିବା କେତେକ ଯୁବକ ନିୟମିତ ଭାବ ମାଲବାହୀ ଟ୍ରେନ୍‌ରୁ କୋଇଲା ଚୋରି କରୁଛନ୍ତି । ମାତ୍ର ସେମାନଙ୍କ ପାଇଁ କୌଣସି କାର୍ଯ୍ୟାନୁଷ୍ଟନ କି ସଚେତନ କରାଯାଉନାହିଁ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.