ETV Bharat / state

ନାଉଗାଁ ପୀଡିତାଙ୍କ ଆତ୍ମହତ୍ୟା ମାମଲା, ପରିବାରକୁ ଭେଟିଲେ ଜାତୀୟ ଏସସି କମିଶନ - ଜାତୀୟ ଏସସି କମିଶନ ଯୋଗେନ୍ଦ୍ର ପାଶଓ୍ବାନ

ଜାତୀୟ ଏସସି କମିଶନ ଗୁରୁବାର ଦିନ ପୀଡିତାଙ୍କ ପରିବାରକୁ ଭେଟି ପୋଲିସ୍ ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଅଧିକ ପଢନ୍ତୁ....

ନାଉଗାଁ ତେନ୍ତେଇ ପିଡୀତା ମାମଲା: ପରିବାରକୁ ଭେଟିଲେ ଜାତୀୟ ଏସସି କମିଶନ୍

author img

By

Published : Nov 28, 2019, 7:34 PM IST

ଜଗତସିଂହପୁର: ଜିଲ୍ଲାର ବହୁ ଚର୍ଚ୍ଚିତ ନାଉଗାଁ ତେନ୍ତେଇର ପୀଡିତାଙ୍କ ପରିବାରଙ୍କୁ ଭେଟିଛନ୍ତି ଜାତୀୟ ଏସ୍‌ସି କମିଶନ ଯୋଗେନ୍ଦ୍ର ପାଶଓ୍ବାନ ।

ନାଉଗାଁ ତେନ୍ତେଇ ପିଡୀତା ମାମଲା: ପରିବାରକୁ ଭେଟିଲେ ଜାତୀୟ ଏସସି କମିଶନ୍

ଜାତୀୟ ଏସସି କମିଶନ ଗୁରୁବାର ଦିନ ଗୋଟାଏ ସମୟରେ ପୀଡିତାଙ୍କ ପରିବାରକୁ ଭେଟି ପୋଲିସର ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଅଭିଯୁକ୍ତ ପୀଡିତାଙ୍କୁ ବାରମ୍ବାର ହଇରାଣ ହରକତ କରିବା ସହ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କମିଶନ।

ଏହାସହ କାର୍ଯ୍ୟରେ ଅବହେଳା କରିଥିବା ପୋଲିସ ଅଫିସରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ପ୍ରଶାସନ ତରଫରୁ ପୀଡିତାଙ୍କ ପରିବାରକୁ 1 ଲକ୍ଷ 10 ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା ।

ଏଠାରେ ସବଚନାଯୋଗ୍ୟ, ଦୀର୍ଘ 4 ବର୍ଷ ଧରି ପ୍ରେମ ନିବେଦନ କରି ବିଫଳ ହେବାରୁ ଦୀପକ ବେହୁରା ପୀଡିତାଙ୍କୁ ଦୁଷ୍କର୍ମ କରିବା ସହ ଆପତ୍ତିଜନକ ଫଟୋ ଉଠାଇଥିଲା । ଆଉ ସେହି ଫଟୋକୁ ଅପବ୍ୟବହାର କରିଥିଲା । ଏହାସହ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲା ଅଭିଯୁକ୍ତ । ଶେଷରେ ଲୋକଲଜ୍ଜାକୁ ଡରି ଆତ୍ମହତ୍ୟା କରିଥିଲେ ଅନୁସୂଚିତ ଜାତିର ଏହି ପୀଡିତା । ତେବେ ଉକ୍ତ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଆଜି ଜାତୀୟ ଏସ୍ ସି କମିଶନ ଯୋଗେନ୍ଦ୍ର ପାଶଓ୍ବାନ ବହୁ ଚର୍ଚିତ ନାଉଗାଁ ତେନ୍ତେଇ ର ପିଡୀତା ଙ୍କ ପରିବାର ଙ୍କୁ ଭେଟିଛନ୍ତି। ଜାତୀୟ ଏସି କମିସନ୍ ଆଜି ଦିନ ଗୋଟାଏ ସମୟରେ ପିଡିତା ପରିବାର କୁ ଭେଟି ପୋଲିସ୍ ନିସ୍ କ୍ରିୟତା ଉପରେ ଅସନ୍ତୋସ ପ୍ରକାସ କରିଥିଲେ।ଅଭିଯୁକ୍ତ ପିଡୀତା ଙ୍କୁ ବାରମ୍ବାର ହଇରାଣ ହରକତ କରିବା ସହ ବଳାତ୍କାର କରିଥିଲା।ପିଡିତାର ପରିବାର ଲୋକେ ପୋଲିସ୍ ରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।ଯାହାକୁ ନେଇ ଅସନ୍ତୋସ ବ୍ୟକ୍ତ କରିଛନ୍ତି କମିସନ। କାର୍ଯ୍ୟରେ ଅବହେଳା କରିଥିବା ପୋଲିସ ଅଫିସର ଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ କୁ କମିଶନ୍ ନିର୍ଦ୍ଧେସ ଦେଇଥଲେ।ପ୍ରଶାସନ ତରଫରୁ ପିଡିତା ଙ୍କ ପରିବାର କୁ ସଙ୍ଗେସଙ୍ଗେ ୧ଲଖ୍ୟ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। Body:Formant AVO Conclusion:Report Susanta Kumar patra Jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.