ETV Bharat / state

ଦେବଗଡ଼ ବିଧାୟକଙ୍କ ଗିରଫ ପ୍ରତିବାଦରେ ଜଗତସିଂହପୁର ବିଜେପିର ଏସପି ଅଫିସ ଘେରାଉ - ଦେବଗଡ଼ ବିଧାୟକଙ୍କ ଗିରଫ ପ୍ରତିବାଦରେ ଜଗତସିଂହପୁର ବିଜେପିର ଏସପି ଅଫିସ ଘେରାଉ

ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ଦେବଗଡ଼ ବିଧାୟକ ସୁଭାଷ ପାଣିଗ୍ରାହୀଙ୍କ ଗିରଫଦାରୀକୁ ବିରୋଧ କରି ଜଗତସିଂହପୁର ଏସପି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ

ଦେବଗଡ଼ ବିଧାୟକଙ୍କ ଗିରଫ ପ୍ରତିବାଦରେ ଜଗତସିଂହପୁର ବିଜେପିର ଏସପି ଅଫିସ ଘେରାଉ

author img

By

Published : May 6, 2022, 10:31 PM IST

ଜଗତସିଂହପୁର: ଜିଲ୍ଲା ବିଜେପି ପକ୍ଷରୁ ଦେବଗଡ଼ ବିଧାୟକ ସୁଭାଷ ପାଣିଗ୍ରାହୀଙ୍କ ଗିରଫଦାରୀକୁ ବିରୋଧ କରି ଜଗତସିଂହପୁର ଏସପି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଦେବଗଡ଼ ବିଧାୟକଙ୍କ ଗିରଫ ପ୍ରତିବାଦରେ ଜଗତସିଂହପୁର ବିଜେପିର ଏସପି ଅଫିସ ଘେରାଉ

ଜିଲ୍ଲା ବିଜେପି ଅଭିଯୋଗ କରିଛି ଯେ, ସରକାରୀ ବାବୁମାନେ ଏବେ ବିଜେଡି ସରକାରଙ୍କ ଗୋଲାମୀ କରୁଛନ୍ତି । ରାଜ୍ୟରେ ପୋଲିସ ପ୍ରଶାସନ ଶାସକ ଦଳର ହାତ ବାରିସ ହୋଇ କାମ କରୁଛି । ଦେବଗଡ଼ ଜିଲ୍ଲାର ତିଳେଇବଣୀ ବ୍ଲକ ବିଡ଼ିଓ ବିଧାୟକଙ୍କୁ ମାରିଦେବାକୁ ଧମକ ଦେବା ସହ ତାଙ୍କୁ ଦୁର୍ବ୍ୟବହାର ପଦର୍ଶନ କରିଥିଲେ । ହେଲେ ବିଡ଼ିଓଙ୍କ ମିଛ ଅଭିଯୋଗ ବଳରେ ବିଧାୟକଙ୍କୁ ଗିରଫ କରିବା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି ନେତାମାନେ ପ୍ରକାଶ କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.