ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା, କୋଭିଡ୍‌ ଟେଷ୍ଟ କରିବାକୁ ଯାଇ ଅସୁବିଧା ଭୋଗୁଛନ୍ତି ଲୋକେ

author img

By

Published : Sep 15, 2020, 7:02 AM IST

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ କୋଭିଡ୍‌ ପରୀକ୍ଷା କରିବାକୁ ଆସୁଥିବା ଲୋକଙ୍କ ପାଇଁ କୌଣସି ସୁବିଧା । ନାନା ଅସୁବିଧା ଭୋଗୁଛନ୍ତି ଲୋକେ । ଅଧିକ ପଢନ୍ତୁ...

ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଅବ୍ୟବସ୍ଥା
ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଅବ୍ୟବସ୍ଥା

ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ କୋଭିଡ୍‌ ପରୀକ୍ଷା କରିବାକୁ ଆସୁଥିବା ଲୋକଙ୍କ ପାଇଁ କୌଣସି ସୁବିଧା । ଖରା ଦାଉରୁ ରକ୍ଷା ପାଇବାଠୁ ଆରମ୍ଭ କରି ପାନୀୟ ଜଳ ଯ।ଏ କୌଣସି ସୁବିଧା ନଥିବା ଅଭିଯୋଗ ହେଉଛି । ଫଳରେ ନାନା ଅସୁବିଧା ଭୋଗୁଛନ୍ତି ଲୋକେ ।

ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଅବ୍ୟବସ୍ଥା

ପରୀକ୍ଷା କରିବାକୁ ଆସୁଥିବା ଲୋକମାନେ ଧାଡିରେ ଦିନ ତମାମ ଛିଡା ହୋଇ ରହିବା ସହ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳିରେ ଅନେକ ଅସୁସ୍ଥ ହୋଇପଡୁଥିବା ଅଭିଯୋଗ ହେଉଛି । ଏପରିକି ସେହି ସ୍ଥାନରେ କୌଣସି ପାନୀୟ ଜଳର ସୁବିଧା ନଥିବା ମଧ୍ୟ ଦେଖିବାକୁ ମିଳିଛି ।

ଗୋଟିଏ ପଟେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍‌ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅବ୍ୟବସ୍ଥାକୁ ଲୋକେ ଗ୍ରହଣ କରିପାରୁନାହାଁନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.