ETV Bharat / state

'ବୁଲବୁଲ' ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ - jagatsinghpur collector review paradeep

ସମ୍ଭାବ୍ୟ ବାତ୍ୟା ବୁଲବୁଲକୁ ନେଇ ପାରାଦୀପରେ ସ୍ଥିତି ସମୀକ୍ଷା କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।

ପ୍ରତିକାତ୍ମକ ଫଟୋ
author img

By

Published : Nov 8, 2019, 7:41 PM IST

Updated : Nov 8, 2019, 8:44 PM IST

ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟା ବୁଲବୁଲକୁ ନେଇ ପାରାଦୀପରେ ସ୍ଥିତି ସମୀକ୍ଷା କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଏନେଇ ପାରାଦୀପର ଷଣ୍ଢକୁଦର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ପାରାଦୀପରେ ଜିଲ୍ଲାପାଳଙ୍କ ବାତ୍ୟା ସମୀକ୍ଷା

ପାଣିପାଗ ବିଭାଗ ସୂତ୍ର ଅନୁସାରେ, ବାତ୍ୟା ବୁଲବୁଲ ଧିରେଧିରେ ପାରାଦୀପର ନିକଟତର ହେଉ ଥିବାରୁ ଏହା ପ୍ରଭାବରେ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଯାଇଛି । ଯାହାକୁ ଦେଖି ଜିଲ୍ଲା ଜରୁରୀକାଳୀନ ବିଭାଗ ସୂଚନା ଅନୁସାରେ ପାରାଦୀପ ଠାରୁ 260 କିମି ଦୁରତାରେ ବୁଲବୁଲ୍ ରହିଛି। ଏହା ଆଜି ରାତି ସୁଦ୍ଧା ପାରାଦୀପ ଅତି ନିକଟତର ହୋଇ ପଶ୍ଚମବଙ୍ଗର ସୁନ୍ଦରବନ ମୁହାଁ ହେବ ।

ଏହାର ପ୍ରଭାବରେ ପାରାଦୀପରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ବର୍ତମାନ ପବନର ମାତ୍ରା ସେତେଟା ଅନୁଭୁତ ହେଉ ନଥିଲେ ମଧ୍ୟ ମଧ୍ୟରାତ୍ର ଓ ଶନିବାର ସୁଦ୍ଧା ପବନର ବେଗ ବଢିବାର ସମ୍ଭାବନା ରହିଛି । ଏହାକୁ ନେଇ ପାରାଦୀପରେ ୨୫ ଜଣିଆ ଓଡ୍ରାଫ ଓ NDRF ଟିମକୁ ନିୟୋଜିତ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ସାଇକ୍ଲୋନ୍ ବୁଲବୁଲ କୁ ନେଇ ପାରାଦୀପରେ ସମିଖ୍ୟ କରଛନ୍ତି ଜିଲାପାଳ ସଂଗ୍ରାମ କେସରୀ ମହାପାତ୍ର। ପାରାଦୀପର ଷଣ୍ଡକୁଦ ର ତଳିଆ ଅଚଂଳ ରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ସୁରଖିତ ସ୍ତାନକୁ ନିଆ ଯାଇଛି। ଧିରେଧିରେ ବାତ୍ୟା ବୁଲବୁଲ ପାରାଦୀପ ନିକଟତର ହେଉ ଥିବାରୁ ତାହାର ପ୍ରଭାବରେ ସନ୍ଧ୍ୟା ରୁ ବର୍ଷା ଅାରମ୍ଭ ହୋଇଛି।ଜିଲା ଏମୋରଜେନ୍ସି ବିଭାଗ ସୁଚନା ଅନୁସାରେ ପାରାଦୀପ ଠାରୁ 260 କିମି ଦୁରତାରେ ବୁଲବୁଲ୍ ରହିଛି। ଏହା ଆଜିରାତି ସୁଧା ପାରାଦୀପ ଅତି ନିକଟ ତର ହୋଇ ପଶ୍ଚମବଙ୍ଗ ର ସୁନ୍ଦରବନ ମୁହାଁ ହେବ। ଏହାର ପ୍ରଭାବରେ ପାରାଦୀପ ରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ବର୍ତମାନ ପବନ ର ମାତ୍ରା ସେତେଟା ଅନୁଭୁତ ହେଉନଥିଲେ ମଧ୍ୟ ମଧ୍ୟରାତ୍ର ଓ ଆସନ୍ତା କାଲି ସୁଧା ମାତ୍ରା ବଢିବାର ସମ୍ଭାବନା ରହିଛି। ଏହାକୁ ନେଇ ପାରାଦୀପରେ ୨୫ ଜଣିଆ ଓଡ୍ରାଫ ଓ NDRF ଟିମ୍ କୁ ନିଓଜିତ କରାଯାଇଛି।Body:Formant AVO Conclusion:Report Susanta patra Jagatsinghpur
Last Updated : Nov 8, 2019, 8:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.