ETV Bharat / state

ହେଲମେଟ ଯାଞ୍ଚ କଡାକଡ଼ି; 3 ଲକ୍ଷ ଜୋରିମାନା ଆଦାୟ, 28 ଲାଇସେନ୍ସ ବାତିଲ - police collect 3 lakh fine for helmet checking

ଜଗତସିଂହପୁର ଜିଲ୍ଲା ବନ୍ଦର ନଗରୀ ପାରାଦ୍ୱୀପରେ ପାରାଦ୍ୱୀପ ଥାନ ପକ୍ଷରୁ ହେଲମେଟ ଯାଞ୍ଚ କଡାକଡ଼ି କରାଯାଇଛି । ଡିସେମ୍ବର 1 ତାରିଖ ଠାରୁ ସହରର ପ୍ରମୁଖ ସ୍ଥାନରେ ତନଖିକୁ ଜୋରଦାର କରାଯାଇଛି । ଏବେ ସୁଦ୍ଧା 3 ଲକ୍ଷ ଜୋରିମାନ ଆଦାୟ କରିଛି ପୋଲିସ । ଅଧିକ ପଢନ୍ତୁ...

ପାରାଦ୍ୱୀପରେ ହେଲମେଟ ଯାଞ୍ଚ କଡ଼ାକଡ଼ି, 3 ଲକ୍ଷ ଜୋରିମାନ ଆଦାୟ

author img

By

Published : Dec 4, 2020, 3:53 PM IST

ଜଗତସିଂହପୁର: ବନ୍ଦର ନଗରୀ ପାରାଦ୍ୱୀପରେ ପାରାଦ୍ୱୀପ ଥାନ ପକ୍ଷରୁ ହେଲମେଟ ଯାଞ୍ଚ କଡାକଡ଼ି କରାଯାଇଛି । ଡିସେମ୍ବର 1 ତାରିଖ ଠାରୁ ସହରର ପ୍ରମୁଖ ସ୍ଥାନରେ ତନଖିକୁ ଜୋରଦାର କରାଯାଇଛି । ପାରାଦ୍ୱୀପ ସହରର ପ୍ରମୁଖ ସ୍ଥାନ, ଅଠର ବାଙ୍କୀ, ବଡ ପଡିଆ, ଥାନଛକ ନିକଟରେ ହେଲମେଟ ପିନ୍ଧି ନଥିବା ବାଇକ ଆରୋହୀଙ୍କୁ ଅଟକାଇ ଜୋରିମାନ ଆଦାୟ କରୁଛି ପୋଲିସ ।

ପାରାଦ୍ୱୀପରେ ହେଲମେଟ ଯାଞ୍ଚ କଡ଼ାକଡ଼ି, 3 ଲକ୍ଷ ଜୋରିମାନ ଆଦାୟ

ତନଖି ବେଳେ ନିୟମ ନମାନି ଦ୍ରୁତ ଗତିରେ ଯାଉଥିବା ବାଇକ ଆରୋହୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନ ସହ ଡ୍ରାଇଭିଂ ଲାଇନସେନ୍ସ ବାତିଲ କରି ଦିଆଯାଉଛି ପୋଲିସ । ପାରାଦ୍ୱୀପ ପୋଲିସ ଆଜି ଅପରାହ୍ନ ସୁଦ୍ଧା 28 ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବା ସହିତ 4 ତାରିଖ ସୁଦ୍ଧା ଜୋରିମାନ ଆକାରରେ 2 ଲକ୍ଷ 75 ହଜାର ଟଙ୍କା ଆଦାୟ କରିଛି ।

ସେହିପରି ପାରାଦ୍ୱୀପ ଉପକଣ୍ଠ ଭୁତ ମୁଣ୍ଡେଇ, ଲକ ଥାନଛକ ଓ ଜିରୋ ପଏଣ୍ଟ ଭଳି ସ୍ଥାନରେ ପ୍ରେଟ୍ରୋଲିଂ କଡ଼ାକଡ଼ି କରାଯିବା ସହ 48 ହଜାର ଟଙ୍କା ଜୋରିମାନ ଆଦାୟ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.