ETV Bharat / state

ତିତିଲିକୁ ପୁରିଛି 6 ମାସ, ଏଯାଏଁ ମିଳିନି କ୍ଷତିପୂରଣ - theft

ତିତିଲି ପ୍ରଳୟଙ୍କାରି ବନ୍ଯାରେ ଚାଷୀର ମେରୁଦଣ୍ଡ ଦୋହଲି ଯାଇଛି । ସରକାର ଯୋଗାଇଥିବା କ୍ଷତିପୂରଣ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଧରାକୋଟ ବ୍ଳକ ପୁଟୁ ଗ୍ରାମର ଅଧିକାଂଶ ଚାଷୀ ଏପର୍ଯ୍ୟନ୍ତ ପାଇପାରି ନାହାଁନ୍ତି ତିତିଲି ଟଙ୍କା ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଗଞ୍ଜାମ
author img

By

Published : May 8, 2019, 10:10 PM IST

ଗଞ୍ଜାମ: ତିତିଲି ପ୍ରଳୟଙ୍କାରି ବନ୍ଯାରେ ଚାଷୀର ମେରୁଦଣ୍ଡ ଦୋହଲିଯାଇଛି । ସରକାର ଯୋଗାଇଥିବା କ୍ଷତି ପୂରଣ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଧରାକୋଟ ବ୍ଳକ ପୁଟୁ ଗ୍ରାମର ଅଧିକାଂଶ ଚାଷୀ ଏପର୍ଯ୍ୟନ୍ତ ପାଇପାରି ନାହାଁନ୍ତି ତିତିଲି ଟଙ୍କା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଗଞ୍ଜାମ

ମହାବାତ୍ଯା ହେଉକି ଫାଇଲିନ କିମ୍ବା ହୁଡୁହୁଡୁ କି ଚକଡା ପୋକ । ସବୁସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ଯ ସରକାର ଯୋଗାଉଥିବା କ୍ଷତିପୂରଣ ଟଙ୍କା ଭାଗ ଚାଷୀମାନଙ୍କ ପାଇଁ ଆସୁଥିଲେ ମଧ୍ୟ ତାହା ସେମାନଙ୍କୁ ମିଲିପାରୁନାହିଁ ।

ବିଗତ ବର୍ଷ ବନ୍ଯାରେ ଗଞ୍ଜାମର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ଅନେକ ଗ୍ରାମର ଚାଷୀ କ୍ଷତିପୂରଣ ପାଇସାରିଥିଲା ବେଳେ ପୁଟୁ ଗ୍ରାମବାସୀ ଏହା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାର କାରଣ ଜାଣିବାକୁ ବାରମ୍ବାର ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ଯାଳୟକୁ ଯାଇଥିଲେ ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡିଛି ।

କ୍ଷତିପୂରଣ ଟଙ୍କା ହରିଲୁଟ୍ ହେବା ପଛରେ ରାଜସ୍ବ ଅଧିକାରୀଙ୍କ ହାତ ରହିଥିବା ନେଇ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.