ETV Bharat / state

ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

author img

By

Published : Mar 8, 2021, 10:24 AM IST

ଝାଡ଼ାଙ୍କୁଲି ଗ୍ରାମରେ ଗୋଟିଏ ପରିବାରର ବାପା ଓ ପୁଅକୁ ସଂଘବଦ୍ଧ ଭାବରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମର ମୁଖ୍ୟରାସ୍ତା ଉପରେ ହିଁ ଦୁବୃର୍ତ୍ତମାନେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଗୋଟିଏ ପରିବାରର ବାପ ଓ ପୁଅକୁ ସଂଘବଦ୍ଧ ଆକ୍ରମଣରେ ବାପା ମୃତ ,ପୁଅ ଗୁରୁତର

ବ୍ରହ୍ମପୁର:ବ୍ରହ୍ମପୁର ସହର ନିକଟସ୍ଥ ସଦର ଥାନା ଅନ୍ତର୍ଗତ ଝାଡ଼ାଙ୍କୁଲି ଗ୍ରାମରେ ଗୋଟିଏ ପରିବାରର ବାପା ଓ ପୁଅକୁ ସଂଘବଦ୍ଧ ଭାବରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମର ମୁଖ୍ୟରାସ୍ତା ଉପରେ ହିଁ ଦୁର୍ବୃତ୍ତମାନେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ବାପା ଓ ପୁଅଙ୍କୁ ଏମ୍ .କେ.ସି.ଜି ମେଡିକାଲକୁ ନିଆଯାଇଥିବା ବେଳେ ବାପା କୋରା ସେଠୀଙ୍କ ମୃତ୍ୟୁ ଘଟିଛି । ପୁଅ ପ୍ରଶାନ୍ତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ପୂର୍ବ ଶତୃତା କାରଣରୁ ନା ଅନ୍ୟ କେଉଁ କାରଣ ରହିଛି ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.