ETV Bharat / state

72 ଘଣ୍ଟା ପାଇଁ ସଟଡାଉନ କବିସୂର୍ଯ୍ୟନଗର - 72 ଘଣ୍ଟା ପାଇଁ ସଟ ଡାଉନ କବିସୂର୍ଯ୍ୟନଗର

72 ଘଣ୍ଟା ପାଇଁ ସଟ ଡାଉନ କବିସୂର୍ଯ୍ୟନଗର । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ନେଇଛି ଏଭଳି ନିଷ୍ପତ୍ତି । ଅଧିକ ପଢନ୍ତୁ...

Shot Down Kabisuryanagar for 72 hours due to corona
72 ଘଣ୍ଟା ପାଇଁ ସଟ ଡାଉନ କବିସୂର୍ଯ୍ୟନଗର
author img

By

Published : Jun 24, 2020, 12:40 PM IST

Updated : Jun 24, 2020, 12:46 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଏନଏସିରେ ଜଣେ ବ୍ୟବସାୟୀଙ୍କ କୋରୋନାରେ ମୃତ୍ୟୁ ମଧ୍ୟ ହୋଇଛି । ଏହାକୁ ନଜରରେ ରଖି ବୁଧବାର ସକାଳ 6ଟା ଠାରୁ ଆସନ୍ତା ଶନିବାର ସକାଳ 6ଟା ପର୍ଯ୍ୟନ୍ତ କବିସୂର୍ଯ୍ୟନଗରକୁ ସଟଡାଉନ ଘୋଷଣା କରିଛି ପ୍ରଶାସନ ।

72 ଘଣ୍ଟା ପାଇଁ ସଟ ଡାଉନ କବିସୂର୍ଯ୍ୟନଗର

କବିସୂର୍ଯ୍ୟନଗର ଏନଏସିର 1, 3, 13 ନମ୍ବର ୱାର୍ଡର ରାଧାକୃଷ୍ଣ ସାହି, ତନ୍ତି ସାହି, ବଢ଼େଇ ସାହିକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କଲା ଏନଏସି l

Shot Down Kabisuryanagar for 72 hours due to corona
72 ଘଣ୍ଟା ପାଇଁ ସଟ ଡାଉନ କବିସୂର୍ଯ୍ୟନଗର

ସହରର ଥିବା ଔଷଧ ଦୋକାନ ଗୁଡିକୁ ଛାଡି ସମସ୍ତ ଅନୁଷ୍ଠାନ ଓ ଦୋକାନ ବନ୍ଦ ରଖିବା ପାଇଁ ଏନଏସି ପକ୍ଷରୁ ସହରରେ ମାଇକ ଯୋଗେ ପ୍ରଚାର କରାଯାଇଛି । ସେପଟେ ସହରକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି l

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Jun 24, 2020, 12:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.