ETV Bharat / state

Pre-Panchayat Poll Violence: ମରଣାନ୍ତକ ଆକ୍ରମଣରେ 5 ଆହତ

author img

By

Published : Jan 20, 2022, 10:01 PM IST

ଗଞ୍ଜାମ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ପୁଣି ନିର୍ବାଚନୀ ହିଂସା । ଜିଲ୍ଲାର ଚିକିଟି ଓ ପାତ୍ରପୁର ବ୍ଲକରେ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତ୍ରକ ଆକ୍ରମଣରେ ପାଞ୍ଚ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Election Violence: ମରଣାନ୍ତକ ଆକ୍ରମଣରେ ୫ ଆହତ, ୨ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ପୁଣି ନିର୍ବାଚନୀ ହିଂସା । ଜିଲ୍ଲାର ଚିକିଟି ଓ ପାତ୍ରପୁର ବ୍ଲକରେ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତ୍ରକ ଆକ୍ରମଣରେ ପାଞ୍ଚ ଆହତ ହୋଇଥିବା ବେଳେ ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ମୁଖ୍ୟତଃ ପାର୍ଥିପତ୍ର ଦାଖଲ ସମୟରେ ଚିକିଟି ଓ ପାତ୍ରପୁର ବ୍ଲକରେ ଏଭଳି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆହାତ ମାନଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.