ETV Bharat / state

ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କ ଠାରୁ ଲୁଟ ଘଟଣା, 12 ଗିରଫ

author img

By

Published : Jul 25, 2021, 7:31 AM IST

ଗତ କଛିଦିନ ତଳେ ଗଞ୍ଜାମ ଜିଲ୍ଲା ଆସିକା ଓ ଗାଙ୍ଗପୁର ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଠାରୁ ମାରଣାସ୍ତ୍ର ଦେଖାଇ ହୋଇଥିବା ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ l ଏହି ଲୁଟ ଘଟଣାରେ ସମ୍ପୃକ୍ତ 12 ଜଣକୁ ଗିରଫ କରିଛି ପୋଲିସ l ଅଧିକ ପଢନ୍ତୁ...

ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଠାରୁ ଲୁଟ ଘଟଣା: ଏଥିରେ ସମ୍ପୃକ୍ତ 12 ଜଣ ଗିରଫ

ଭଞ୍ଜନଗର: ଗତ କଛିଦିନ ତଳେ ଗଞ୍ଜାମ ଜିଲ୍ଲା ଆସିକା ଓ ଗାଙ୍ଗପୁର ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଠାରୁ ମାରଣାସ୍ତ୍ର ଦେଖାଇ ହୋଇଥିବା ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ l ଏହି ଲୁଟ ଘଟଣାରେ ସମ୍ପୃକ୍ତ 12 ଜଣକୁ ଗିରଫ କରିଛି ପୋଲିସ l

ଗିରଫ ଅଭିଯୁକ୍ତ ମାନେ ମୁଖ୍ୟତଃ ଆସିକା ଏବଂ ଗାଙ୍ଗପୁର ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଥିବା ବେଳେ ସେମାନଙ୍କ ନିକଟରୁ ୧ ଲକ୍ଷ୍ୟ ୯୮ ହଜାର ଟଙ୍କା ସହିତ 9ଟି ମୋଟର ସାଇକେଲ ଜବତ କରାଯାଇଛି l

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.