ETV Bharat / state

ମାଟି ଅତଡା ଧସିବା ପରେ...ମାଟି ତଳେ ସ୍ବପ୍ନ, ଖୋଲା ଆକାଶ ତଳେ ଜୀବନ

author img

By

Published : Oct 25, 2019, 10:44 PM IST

ମାଟି ଅତଡା ଧସିବା ପରେ ଗାଁରେ ହାହାକାର । ନିଶ୍ଚିହ୍ନ 20 ପରିବାର । ଖୋଲା ଆକାଶ ତଳେ ବିତୁଛି ଜୀବନ । ଅଧିକ ପଢନ୍ତୁ...

ଖୋଲା ଆକାଶ ତଳେ ଜୀବନ: ମାଟି ତଳେ ସ୍ବପ୍ନ

ଗଜପତି: ଛାଡିଯାଇଛି ବର୍ଷା । ଦେଇଯାଇଛି ଦାରୁଣ ଦୁଃଖ । ନିଶ୍ଚିହ୍ନ 20 ପରିବାର । ଖୋଲା ଆକାଶ ତଳେ ବିତୁଛି ଜୀବନ । ହରାଇଛନ୍ତି ସବୁକିଛି । ମାଟି ତଳେ ପୋତି ହୋଇଯାଇଛି ସାଇତା ସମ୍ପତ୍ତି । କିପରି ଚଳିବେ ଘାରିଛି ଚିନ୍ତା । କିନ୍ତୁ ଆଶା ହରାଇ ନାହାନ୍ତି। ପରିସ୍ଥିତି ସ୍ବାଭାବିକ ପରେ ଆରମ୍ଭ କରିଛନ୍ତି ଖୋଜାଖୋଜି । ଆତୁର ହୋଇ ଖୋଳିଚାଲିଛନ୍ତି କାଦୁଅ ମାଟି । ଟିକେ ଭଲକରି ଦେଖନ୍ତୁ ଏ ଦୃଶ୍ୟକୁ । ହାତ, କୋଦାଳ- ଯାହା ପାଇଲେ ସେଥିରେ ଖୋଳୁଛନ୍ତି । ଆଶା କାଳେ କିଛି ମିଳିଯିବ । କିନ୍ତୁ ବାହାରୁଛି କେବଳ ପୁଳା ପୁଳା ମାଟି । ଏହି ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡକଳାକଟୋର ମାଟି ଅତଡା ଧସିବା ପରର ଦୃଶ୍ୟ...

ଖୋଲା ଆକାଶ ତଳେ ଜୀବନ: ମାଟି ତଳେ ସ୍ବପ୍ନ

ମାଟି ଅତଡା ଧସିବା ପରେ ଗାଁରେ ପହଞ୍ଚିଥିଲା ପ୍ରଶାସନ । କ୍ଷତିଗ୍ରସ୍ତଙ୍କୁ 2ଟି ରିଲିଫ କ୍ୟାମ୍ପରେ ରଖିବା ସହ ରନ୍ଧାଖାଦ୍ୟ ମଧ୍ୟ ପ୍ରଦାନ କରିଥିଲା । କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚିଥିଲେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଅତିଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି ଦେଇଛନ୍ତି ପ୍ରତିଶୃତି ।

ସରକାରୀ ପ୍ରତିଶୃତି ତ ମିଳିଛି । ସହାୟତା ବି ମିଳିଯିବ । ମାତ୍ର ଯାହା ଏମାନେ ମାଟି ତଳେ ହଜାଇଛନ୍ତି । ତାହା ମିଳିବା ହୁଏତ କଷ୍ଟସାଧ୍ୟ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Slug- land slide follow-up
Format - pkg
Reporter - HARIHARA PATNAYAK
Place-gajapati
Date -25/10/2019
ଅଙ୍କର-ବର୍ଷା ଛାଡିଛି ହେଲେ ଲଗାଣ ବର୍ଷା ରେ ଯେଉଁ କ୍ଷେତ ସୃଟି ହୋଇଛି ତାହା ଏବେ ବି ତାଜା ହୋଇ ରହିଛି । ଭୂଷ ଖଲନ ରେ ନିଜର ସବୁକିଛି ହରାଇଥିବା ଲୋକେ କିଛି ପାଇ ଯିବା ଆଶା ରେ ଚାପି ହୋଇ ଯାଇଥିବା ମାଟି କୁ ଖୋଳି ନିଜ ସମ୍ପତ୍ତିକୁ ଖୋଜୁଛନ୍ତି । ସେପଟେ ଭୁସ ଖଲନ ପ୍ରଭାବିତ ଲୋକଙ୍କୁ ଭିତବ ପାଇଁ କୁଲଙ୍ଗ ରେ ପାଞ୍ଚିଥିଲେ ମନ୍ତ୍ରୀ ଏବଂ ସାଂସଦ। ସେମାନଙ୍କ ଦୁଃଖ ଶୁଣିବା ପରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଭିଓ 01 - ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ ସ୍ତଟି ସମ୍ପୂର୍ଣ୍ଣ ବେହାଲ ।ବିଭିନ୍ନ ସ୍ଥାନରେ ହୋଇଥିବା ଭୁସ ଖଲନ ଯୋଗୁଁ ଅନେକ ଲୋକ ନିଜର ଘର ଦ୍ୱାର ହରାଇଥିବା ବେଳେ ଜୀବନ ଜୀବିକା ମଧ୍ୟ ଉଜଦି ଯାଇଛି । ତେବେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ badakalokata ଠାରେ ଭୁସ ଖଲନ ଯୋଗୁଁ ବ୍ୟାପକ kheyakhati ହୋଇଛି । ପ୍ରାୟ ଶତାଧିକ ଘର ଏପରିକି khayakati ହୋଇଛି। ଏପରିକି 20ରୁ ଅଧିକ ଘର ସମ୍ପୂର୍ଣ୍ଣ ମାଟି ତଳେ ଚାପି ହୋଇ ଯାଇଛି । ଯଦି ଓ ଲୋକେ ମରଣ ମୁହଁରୁ ବର୍ତିଯାଇଛନ୍ତି ତଥାପି ମାଟି ଅତଦରେ ଭାସି ଯାଇ ସେମାନଙ୍କ ର ସବୁ କିଛି ହଜି ଯାଇଥିବାରୁ ବର୍ତ୍ତମାନ ବଂଚିବା ଦୁର୍ବିସହ ହୋଇଯାଇଛି । ଆଜି ସକାଳୁ ବର୍ଷା ସାମାନ୍ୟ ଛାଡି ଯାଇଥିବା ବେଳେ ସ୍ଖଳିତ ମାଟି ତଳୁ କାଳେ କିଛି ପାଇ ଯିବେ ସେହି ଆଶା ନେଇ ନିଜ ନିଜ ପ୍ରୟାସ ରେ ଖୋଳି ଚାଲିଛନ୍ତି । କିନ୍ତୁ ସେମାନେ ନିରାଶ ହୋଇ ଚୁପ ରହିବାକୁ ବାଧ୍ୟ ହୋଇଥିବା କାଇଛନ୍ତି, । ପ୍ରକୃତର ତାଣ୍ଡବରେ ସବୁ କିଛି ଉଜଦି ଯିବା ପରେ ଏବେ ଲୋକଙ୍କ ଭରଷା ପାଲଟିଛି ସରକାର ଙ୍କ ରିଲିଫ କ୍ୟାମ୍ପ ।
ବାଇଟ01-ସୁନିତା ରାଇତ
ବାଇଟ02- ଅମରନାଥ ଦୋର
ଭିଓ 02 ମାଟି ଅତଦ୍ଫ ଧସିବା [ପରେ ଗତକାଲି ଗାଁ ରେ ପାଞ୍ଚିଥିଲେ ଜିଲ୍ଳା ପ୍ରସଂସ । ଖ୍ୟାତି ଗ୍ରସ୍ତଙ୍କୁ 2ଟି ରିଲିଫ କ୍ୟାମ୍ପ ରେ ରଖି ରନ୍ଧା ଖାଦ୍ୟ ସହ ଅନାୟନ ସୁବିଧା ପ୍ରଦାନ କରିଥିଲା । ଆଜି ଖାୟାଗରସ୍ୱତୀଙ୍କ ନିକଟରେ ପାଞ୍ଚିଥିଲେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବେରହମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ତାଙ୍କ ସହ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଅଵ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ଉପଦେଷ୍ଟା ସୁଧୀର ଦାସମଧ୍ୟ khayagrasta ଅଂଚଳ ଗ୍ରସ୍ତ କରିଛନ୍ତି । ଏହି ସମୟରେ ମନ୍ତ୍ରୀ ଅଵ ସାଂସଦ ପ୍ରଭିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ବୁଝି ଛନ୍ତି । ଅତିଶୀଘ୍ର ସେମାନଙ୍କୁ ସରକାରୀ ନିମୟ ଅନୁସାରେ ସହାୟତା ଯୋଗାଈ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ବାଇଟ 03-ଚନ୍ଦ୍ରଶେଖର ସାହୁ
ବାଇଟ04-ଜଗନ୍ନାଥ ସାରକା
ଫଭିଓ - କେବଳ କୁଲଙ୍ଗ ଗାଁ ନୁହେଁ ଚଳିତ ବର୍ଷା ରେ ବିଭିନ୍ନ ସ୍ଥାନରେ ଭୂଷ ଖଲନ ହୋଇଛି । ୩ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ଧନଜୀବନ ପ୍ରଭାବିତ ହୋଇଛି। ସେହିପରି ରାୟଗଡ଼ ବ୍ଲକ ର ଲାଇଲାଇ ପଞ୍ଚାୟତ ରେ ପାହାଡ଼ ଧସି ଚାଷ ଜମି ଉପରେ ମାଡି ସମ୍ପୂର୍ଣ୍ଣ ନଷ୍ଟ ଏବଂ ବିଦ୍ୟୁତ୍ ଖୁଣ୍ଟ ପଡି ବିଦ୍ୟୁତ୍ ସେବା ରେ ବାଧାପ୍ରାପ୍ତ ହୋଇଛି। ସେହିପରି ଜଲାଙ୍ଗ ପଞ୍ଚାୟତ ର କଡମ୍ବlତାଲ୍ ଗ୍ରାମ ରେ ପାହାଡ଼ ଧସି ଯାତାୟତ ପ୍ରଭାବିତ ହୋଇଛି ।
…ଗଜପତି ରୁ ହରିହର ପଟନାୟକ ଇଟିଭି ଭାରତ.....Body:Slug- land slide follow-up

…ଗଜପତି ରୁ ହରିହର ପଟନାୟକ ଇଟିଭି ଭାରତ...Conclusion:Slug- land slide follow-up

…ଗଜପତି ରୁ ହରିହର ପଟନାୟକ ଇଟିଭି ଭାରତ...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.