ETV Bharat / state

Panchayat Poll: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ମୋହନା ବିଧାୟକ - ପଞ୍ଚାୟତ ନିର୍ବାଚନ 2022

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୀତି । ଗଜପତିରେ 3 ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଡା ମୁକାବିଲା । ଅଧିକ ପଢନ୍ତୁ

Panchayat Poll ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ମୋହନା ବିଧାୟକ

author img

By

Published : Feb 13, 2022, 5:21 PM IST

ଗଜପତି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୀତି । ଗଜପତି ଜିଲ୍ଲାରେ 3 ପ୍ରମୁଖ ରାଜନୈତିକ ଦଳ ଭୋଟ ହାତେଇବା ପାଇଁ କରୁଛନ୍ତି ଜୋରଦାର ପ୍ରଚାର । ଜିଲ୍ଲାରେ କଂଗ୍ରେସର ମଙ୍ଗ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗ ଧରିଛନ୍ତି ।

Panchayat Poll ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ମୋହନା ବିଧାୟକ

ଏହାବି ପଢନ୍ତୁ : Code of Conduct Violation: ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଫେରାଦ

ସେ ଗାଁକୁ ଗାଁ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ଭିକ୍ଷା କରୁଛନ୍ତି । ଲୋକେ ମଧ୍ୟ କଂଗ୍ରେସ ଶୋଭାଯାତ୍ରାରେ ସାମିଲ ହୋଉଥିବା ଦେଖିବାକୁ ମିଳିଛି । ଅନ୍ୟ ରାଜନୈତିକ ଦଳ ଅର୍ଥ ଓ ବାହୁବଳ ସହାୟତାରେ ନିର୍ବାଚନ ଲଢୁଥିବା କହିଛନ୍ତି ଦାଶରଥୀ । ତେଣୁ ଲୋକଙ୍କ ଭଲ ପାଇବା କଂଗ୍ରେସ ପ୍ରତି ଏବେବି ଅତୁଟ ରହିଥିବା ସେ ମତ ଦେଇଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇ ଜିଲ୍ଲା ପରିଷଦ ଦଖଲ କରିବ ବୋଲି ସେ ଦୃଢକ୍ତି ପ୍ରକାଶ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.