ETV Bharat / state

ମାଓନେତା ସବ୍ୟସାଚୀ ଆଉ ଏକ ମାମଲାରେ ନିର୍ଦ୍ଦୋଷରେ ଖଲାସ - ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜ

ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଗୋଟିଏ ପରେ ଗୋଟିଏ ମାମଲାରୁ ମିଳୁଛି ମୁକ୍ତି । ଆଜି ଗଜପତି ପୋଲିସ ନିକଟରେ ହୋଇଥିବା ଏକ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ମାଓନେତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଗଜପତି
author img

By

Published : Aug 23, 2019, 12:01 AM IST

Updated : Aug 23, 2019, 8:12 AM IST

ଗଜପତି: ପୁଣି ଆଉ ଗୋଟିଏ ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ମିଳିଛି ଆଶ୍ବସ୍ତି । ଗତ 2012 ମସିହାରେ ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ଅଞ୍ଚଳରେ ପୋଟ୍ରୋଲିଂ କରୁଥିବା ସମୟରେ ପୋଲିସ ଗୋଟିଏ ବାଇକ ଜବତ କରିବା ସହ ସେଥିରେ ଥିବା 2ଟି ବନ୍ଧୁକ, 16 ହଜାର 500ଟଙ୍କା ଜବତ କରିଥିଲା । ଏହି ମାମଲାରେ ମାଓନେତା ସବ୍ୟସାଚୀଙ୍କ ସଂପୃକ୍ତି ଥିବା ନେଇ ପୋଲିସ ଅଭିଯୋଗ କରିଥିଲା । ଏହି ମାମଲାରେ ବିଚାର କରି ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜ ଅରୁଣ କୁମାର ସାହୁ ଆଜି ନିଜ ରାୟ ଶୁଣାଇଛନ୍ତି । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଏହି ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି ଜିଲ୍ଲାରେ ସବ୍ୟସାଚୀଙ୍କ ନାମରେ 44ଟି ମାମଲା ରହିଥିବା ବେଳେ ବର୍ତ୍ତମାନ ସୁ୍ଦ୍ଧା 22ଟି ମାମଲା ରାୟ ପ୍ରକାଶ ପାଇଛି । ଏହି ସବୁଥିରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଆହୁରି 22ଟି ମାମଲା ବିଚରାଧୀନ ରହିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG -SABYASACHI ACQUITTAL
FORMAT - AVB
REPORT- HARIHARA PATNAIK
PLACE - GAJAPATI
DATE - 22.08.2019
ଭିଓ - ପୁଣି ଆଉ ଗୋଟିଏ ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ମିଳିଛି ଆଶ୍ବସ୍ତି । ଗତ 2012 ମସିହାରେ ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ଅଂଚଳରେ ପୋଟ୍ରୋଲିଂ କରୁଥିବା ସମୟରେ ପୋଲିସ ଗୋଟିଏ ବାଇକ ଜବତ କରିବା ସହ ସେଥିରେ ଥିବା 2ଟି ବନ୍ଧୁକ, 16500ଟଙ୍କା ଜବତ କରିଥିଲା । ଏହି ମାମଲାରେ ମାଓନେତା ସବ୍ୟସାଚୀଙ୍କ ସଂପୃକ୍ତି ଥିବା ନେଇ ପୋଲିସ ଅଭିଯୋଗ କରିଥିଲା । ଏହି ମାମଲାରେ ବିଚାର କରି ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜ ଅରୁଣ କୁମାର ସାହୁ ଆଜି ନିଜ ରୟ ଶୁଣାଇଛନ୍ତି । ଉପଯୁକ୍ତ ସାଖ୍ୟ ପ୍ରମାଣ ଅଭାବରୁ ଏହି ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଥିବା ତାଙ୍କ ଓକିଲ ଦୀପକ ପଟନାୟକ କହିଛନ୍ତି । ଗଜପତି ଜିଲ୍ଲାରେ ସବ୍ୟସାଚୀଙ୍କ ନାମରେ 44ଟି ମାମଲା ରହିଥିବା ବେଳେ ବର୍ତମାନ ସୁଧା 22ଟି ମାମଲା ରାୟ ପ୍ରକାଶ ପାଇଛି । ଏହି ସବୁଥିରେ ସେ ନିର୍ଦ୍ଦୋଶରେ ଖଲାସ ହୋଇଥିବା ବେଳେ ଆହୁରି 22ଟି ମାମଲା ବିଚରାଧୀନ ରହିଛି ।
         ବାଇଟ - ଦୀପକ ପଟନାୟକ ( ସବ୍ୟସାଚୀଙ୍କ ଓକିଲ )Body:SLUG -SABYASACHI ACQUITTAL

         ବାଇଟ - ଦୀପକ ପଟନାୟକ ( ସବ୍ୟସାଚୀଙ୍କConclusion:SLUG -SABYASACHI ACQUITTAL

         ବାଇଟ - ଦୀପକ ପଟନାୟକ ( ସବ୍ୟସାଚୀଙ୍କ
Last Updated : Aug 23, 2019, 8:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.