ETV Bharat / state

ହାଇଓ୍ବା ପଛରେ ପିଟି ହୋଇ ବାଇକ ଆରୋହୀ ମୃତ

author img

By

Published : Mar 21, 2020, 11:31 PM IST

ଡେଙ୍ଗାବାହାଳୀ ଛକ ନିକଟରେ ସଡକ ଦୁର୍ଘଟଣା । ହାଇଓ୍ବା ପଛରେ ବାଇକ ପିଟି ହୋଇ ଆରୋହୀଙ୍କ ମୃତ୍ୟୁ ।

road-acciden
road-acciden

ଢେଙ୍କାନାଳ: ୫୩ନଂ ଜାତୀୟ ରାଜପଥର ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଡେଙ୍ଗାବାହାଳୀ ଛକ ନିକଟରେ ସଡକ ଦୁର୍ଘଟଣା । ହାଇଓ୍ବା ପଛରେ ବାଇକ ପିଟି ହୋଇ ଆରୋହୀର ମୃତ୍ୟୁ ।

ହାଇଓ୍ବା ପଛରେ ପିଟି ହୋଇ ବାଇକ ଆରୋହୀ ମୃତ

ମୃତକ ଜଣକ ଭୁବନ ଥାନା ଜମୁନାକୁଟ ପଞ୍ଚାୟତ ଅନ୍ତର୍ଗତ ଓଢଣା ଗ୍ରାମର ଦିଲ୍ଲୀପ ବେହେରା ବୋଲି ଜଣାପଡିଛି । ଦିଲ୍ଲୀପ ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତ ଅନ୍ତର୍ଗତ କଣପାଳ ଗ୍ରାମ ତାଙ୍କ ଶଶୁର ଘରୁ ବାଇକରେ ଫେରୁଥିଲେ। ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇଓ୍ବା ପଛରେ ତାଙ୍କ ବାଇକ ପିଟି ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଡେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.