ETV Bharat / state

ଏମଜିଏମ କମ୍ପାନୀର ପରିବେଶ ସମ୍ବନ୍ଧୀୟ ଜନଶୁଣାଣି - dhenkanal district news

ଓଡାପଡା ତହସିଲ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମସ୍ଥିତ ମା ଦଶଦେବୀଙ୍କ ପୀଠରେ ଏମଜିଏମ କମ୍ପାନୀ ପକ୍ଷରୁ ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ । ଅଧିକ ପଢନ୍ତୁ....

ଏମଜିଏମ କମ୍ପାନୀର ପରିବେଶ ସମ୍ବନ୍ଧୀୟ ଜନଶୁଣାଣି

author img

By

Published : Mar 17, 2021, 6:54 PM IST

ଢେଙ୍କାନାଳ: ଓଡାପଡା ତହସିଲ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମସ୍ଥିତ ମା ଦଶଦେବୀଙ୍କ ପୀଠରେ ଏମଜିଏମ କମ୍ପାନୀ ପକ୍ଷରୁ ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି ଶିବିରରେ ହଳଦିଆ ବାହାଳ, ନମୀଧା ଓ ଉପରପାଳ ଗ୍ରାମର ଜମି ଅଧିଗ୍ରହଣ କରାଯାଇ ସ୍ଥାପିତ ହେବାକୁ ଥିବା କାରଖାନାକୁ ନେଇ ପରିବେଶ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

ଏମଜିଏମ କମ୍ପାନୀର ପରିବେଶ ସମ୍ବନ୍ଧୀୟ ଜନଶୁଣାଣି

ଏଥିରେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ ,ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଲ୍ଲିକ, ତହସିଲଦାର ବାଣି ନିବେଦିତା ସ୍ବାଇଁ, ଏସଡିପିଓ ଶହହର୍ଷ ମିଶ୍ର ପ୍ରମୁଖ ଉପସ୍ଥିତ ରହି କମ୍ପାନୀର ସଂପ୍ରସାରଣ ସମ୍ବନ୍ଧୀୟ ସମସ୍ୟା ଆଲୋଚନା କରିଥିଲେ । ଜନସାଧାରଣଙ୍କ ପକ୍ଷରୁ ଶିକ୍ଷାର ଉନ୍ନତି, ସ୍ବାସ୍ଥ୍ବସେବା, ରାସ୍ତାଘାଟ ଓ ପାନୀୟଜଳ ଆଦି ଦାବି ଉପସ୍ଥାପନା କଯାଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.